Masthead

ଆଜି ଉତ୍କଳ ଦୀପିକାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଉତ୍କଳ ଦୀପିକାର ପ୍ରତିଷ୍ଠା ଦିନ । ୧୮୬୬ରେ ରାଜ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା । ସେହି ବର୍ଷ ଅଗଷ୍ଟ ୪ରେ ବିଧିବଦ୍ଧ ଭାବେ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା । କର୍ମବୀର ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଓ ବିଚିତ୍ରାନନ୍ଦ ଦାସ ପ୍ରକାଶକ ଥିଲେ ।

ଓଡ଼ିଆ ଭାଷାର ସୁରକ୍ଷା କ୍ଷେତ୍ରରେ ଉତ୍କଳ ଦୀପିକାର ଅବଦାନ ଅତୁଳନୀୟ । ଉତ୍କଳ ଦୀପିକାର ଜନ୍ମଦିନ ଅଗଷ୍ଟ ୪କୁ ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । ଭାରତରେ ସାମ୍ବାଦିକତା ଇତିହାସର ଗୌରବମୟ ଅଧ୍ୟାୟରେ ଓଡ଼ିଶା ଶହେ ବର୍ଷରୁ ଅଧିକ ସାମ୍ବାଦିକତାର ଇତିହାସ ସହିତ ଗର୍ବ ଏବଂ ସମ୍ମାନର ସ୍ଥାନ ଅଧିକାର କରିଛି। ୧୬୬୨ ମସିହାରେ ଲଣ୍ଡନର ପ୍ରଥମ ଖବରକାଗଜ ପ୍ରକାଶିତ ହୋଇଥିଲା ।

ଭାରତରେ ଖବରକାଗଜ ପ୍ରକାଶନ ପାଇଁ ପ୍ରଥମ ପ୍ରୟାସ ୧୭୭୬ ମସିହାରେ କଲିକତାରେ ଜଣେ ଇଂରାଜୀ ୱିଲିୟମ୍ ବୋଲ୍ଟଙ୍କ ଦ୍ୱାରା କରାଯାଇଥିଲା। କିନ୍ତୁ ସରକାରୀ ପ୍ରତିବନ୍ଧକ ଯୋଗୁଁ ସେ ସଫଳ ହୋଇପାରିଲେ ନାହିଁ।୧୮୬୬ରେ ରାଜ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା । ସେହି ବର୍ଷ ଅଗଷ୍ଟ ୪ରେ ବିଧିବଦ୍ଧ ଭାବେ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ । ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଆ ସାହିତ୍ୟ ବିସ୍ତାର କରିବା ଏବଂ ପ୍ରଶାସନିକ ତ୍ରୁଟି ଦର୍ଶାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ