Before Header

ଆସନ୍ତାକାଲି ନବବର୍ଷ

0 20

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆସନ୍ତାକାଲି ନବବର୍ଷ । ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ପାଇଁ ଉସôବମୁଖର ଓଡ଼ିଶା । ଦେବାଳୟମାନଙ୍କରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ଏହାସହ ଘରେ ଘରେ ଓଡ଼ିଆ ସଂସ୍କୃତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରାଯାଏ । ଶ୍ରୀମନ୍ଦିର ଠୁ ନେଇ ଘଟଗାଁ ତାରିଣୀ ଯାଏଁ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.