Masthead

ବାଖମୁଟରେ ରୁଷର ଦୁଇ କମାଣ୍ଡର ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ରୁଷ ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ପକ୍ଷର ଅନେକ କ୍ଷତି ହୋଇଛି । କିଛି ଦିନ ତଳେ ୪ଟି ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟରେ ଗୁଳିମାଡ଼ରେ ଧ୍ୱଂସ ହୋଇଥିଲା । ଏବେ ୟୁକ୍ରେନର ବଖମୁଟରେ ଲଢ଼େଇ ବେଳେ ରୁଷ୍‌ର ଦୁଇଜଣ କମାଣ୍ଡର ନିହତ ହୋଇଛନ୍ତି। ଚତୁର୍ଥ ମୋଟରାଇଜଡ୍‌ ରାଇଫଲ ବ୍ରିଗେଡ୍‌ କମାଣ୍ଡର ବ୍ୟାଚେସଲାଭ ମାକାରୋଭ ଏବଂ ଆର୍ମି କର୍ପସ୍‌ର ଡେପୁଟି କମାଣ୍ଡର ୟେ‌ଭଗେନି ବ୍ରୋଭକୋଙ୍କ ମୃତ୍ୟୁ ହୋଇଛି ।

ଯାହା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଡୋନେସ୍କରେ ବଖମୁଟକୁ ନିୟନ୍ତ୍ରଣକୁ ନେବା ପାଇଁ ସଂଘର୍ଷ ବେଳେ ଏମାନଙ୍କର ମୃତ୍ୟୁ ହୋଇଛି।ଏଥିସହିତ ୟୁକ୍ରେନର ପଶ୍ଚିମ‌ରେ ଅବସ୍ଥିତ ସହର ଟର୍ନୋପିଲ୍ ଏବଂ ପୂର୍ବାଞ୍ଚଳରେ ଅବସ୍ଥିତ ସହର ପେଟ୍ରୋପାଭଲିଭକାରେ ରୁଷ୍‌ ସେନାମାନେ ଆକ୍ରମଣକୁ ଜୋରଦାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ