Masthead

ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଉତ୍କଳ ଦିବସ ବନାମ ଓଡ଼ିଶା ଦିବସ । ବିଜେଡି ଏପ୍ରିଲ ୧କୁ ଓଡ଼ିଶା ଦିବସ ଭାବେ ପାଳନ କରିଥିବାରୁ ବିଜେପି ସ୍ୱର ଉଠାଇଛି । ବିଜେଡିର ଭାଗିରଥୀ ସେଠୀ କହିଛନ୍ତି, ଏପ୍ରିଲ ୧କୁ ଆମେ ଉତ୍କଳ ଦିବସ ବୋଲି ପାଳୁଥିଲୁ । ମୁଖ୍ୟମନ୍ତ୍ରୀ ଓଡ଼ିଶା ଦିବସ ରୂପେ ପାଳିଛନ୍ତି। କାରଣ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଦୃଷିରେ ରଖି ଓଡ଼ିଶା ଦିବସ ପାଳିଛନ୍ତି।

ବିଜେଡିକୁ ତୀବ୍ର ସମାଲୋଚନା କରିଛି ବିଜେପି । ବିରୋଧୀ ବିଜେପିର ମୁଖ୍ୟ ସଚେକ ମୋହନ ମାଝୀ କହିଛନ୍ତି ଏପ୍ରିଲ ୧ ଏକ ଐତିହାସିକ ଦିନ । ଯାହାକୁ ଓଡ଼ିଶା ସରକାର ଉତ୍କଳ ଦିବସ ଭାବେ ପାଳନ କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ସେହି ଦିନକୁ ଓଡ଼ିଶା ଦିବସ ଭାବେ ପାଳନ କଲେ, ଏହା ତାଙ୍କର ତ୍ରୁଟି ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।୧୯୩୬ରୁ ଏପ୍ରିଲ ୧କୁ ସରକାରୀ ଭାବେ ଉତ୍କଳ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ଏଥିରେ ଘଟିଛି ବ୍ୟତିକ୍ରମ । ରାଜ୍ୟ ସରକାର ଓଡ଼ିଶା ଦିବସ ଭାବେ ପାଳନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି