Masthead

ସାମ୍ନାକୁ ଆସିଲା ବିଜୟ ସେତୁପତିଙ୍କ ପ୍ରଥମ ଲୁକ୍

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ନିକଟରେ ଶାହରୁଖ ଖାନଙ୍କ ‘ଯବାନ’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଗୁଜବ ରହିଥିଲେ ମଧ୍ୟ ଟ୍ରେଲର ଦେଖିବା ପରେ ସେମାନଙ୍କ ମଧ୍ୟରେ କାହାଣୀକୁ ନେଇ ଉତ୍ସାହ ବଢିଛି । ନିର୍ମାତାମାନେ ମଧ୍ୟ ଫିଲ୍ମର ଷ୍ଟାରକାଷ୍ଟର ପ୍ରଥମ ଲୁକ କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି । ଏହି ସମୟରେ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ବିଜୟ ସେତୁପତୀଙ୍କ ପ୍ରଥମ ଲୁକ ମଧ୍ୟ ସମ୍ନାକୁ ଆସିଛି ।

ନିକଟରେ ‘ଯବାନ’ର ନୂଆ ପୋଷ୍ଟରର ଆଶଙ୍କା ମଧ୍ୟରେ ମୁଖ୍ୟ ଅଭିନେତା ଶହାରୁଖ ଖାନଙ୍କ ବିପକ୍ଷରେ ଥିବା ଭିଲିଆନଙ୍କ ଲୁକ୍ ଉପସ୍ଥାପନ କରି ଲୋକଙ୍କ କ୍ରେଜକୁ ବଢାଇ ଦେଇଛନ୍ତି । ଏଥିରେ ବିଜୟଙ୍କୁ ‘ମର୍ଚାଣ୍ଟ ଅଫ୍ ଦେଥ‘ ଭାବରେ ଦର୍ଶାଯାଇଛି, ଯାହା ଦୁଇ ଅଭିନେତାଙ୍କ ମଧ୍ୟରେ ସଂଘର୍ଷ ହେବାର ପ୍ରତିଶ୍ରୁତି ଦେଇଛି । ଏହି ନୂତନ ପୋଷ୍ଟରରେ ତାଙ୍କୁ ଏକ ବିପଦପୂର୍ଣ୍ଣ ତଥା ଶକ୍ତିଶାଳୀ ଭିଲିଆନ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ପାଇଁ ବିଜୟଙ୍କ ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଥିବା ଜଣାପଡୁଛନ୍ତି । ଆଗକୁ ଜଣାପଡିବ ଏହି ଆକ୍ସନ ଓ ଥ୍ରିଲର ଫିଲ୍ମଟି ଦର୍ଶକଙ୍କ ମନକୁ କେତେ କିଣିପାରିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି