Masthead

ରାସ୍ତାରେ ମୋରମ ପଡ଼ିବାରୁ ଗ୍ରାମବାସୀ କଲେ ବିରୋଧ

ହାଟଡିହି(ବଡ଼ ଖବର ବ୍ୟୁରୋ): ହାଟଡିହି ବ୍ଲକର ବିଦ୍ୟାଧରପୁର ଠାରୁ ଶାଳନିଆ ପର୍ୟ୍ୟନ୍ତ କେନାଲ ରାସ୍ତା ତିଆରି କାମ ଚାଲଥିବାବେଳେ ଦେଖାଦେଇଛି ଅସନ୍ତୋଷ । ରାତାରାତି ଭିତରେ ରାସ୍ତାରେ ମୋରମ ପକାଇ ଥିବାର ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।

ପରେ ବିଡ଼ିଓ ପିଚୁରାସ୍ତା ପାଇଁ ପ୍ରତିଶୃତି ଦେବାରୁ ଏହି ବିରୋଧ ବନ୍ଦ ହୋଇଥିଲା । ସେପଟେ ଦୀର୍ଘଦିନ ଧରି ରାସ୍ତାକୁ ମରାମତିକୁ ନେଇ ଗ୍ରାମବାସୀ ନିବେଦନ କରି ଆସୁଥିଲେ । କିନ୍ତୁ ପ୍ରଶାସନ ଏହାକୁ ବାରମ୍ବାର ଅଣଦେଖା କରିଆସୁଥିଲା । ହେଲେ ହଠାତ ରାତିରାତି ରାସ୍ତା କାମକୁ ଦେଖି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା