Masthead

ବିରାଟଙ୍କୁ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୋମବାର ‘ଆଇସିସି ମେଲ କ୍ରିକେଟର ଅଫ୍ ଦି ଡିକେଡ’ ପାଇଁ ଭାରତର ଅଧିନାୟକ ବିରାଟ କୋହଲି ସମ୍ମାନଜନକ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର ଜିତିଛନ୍ତି। ବିଗତ ଏକ ଦଶନ୍ଧିରେ କୋହଲିଙ୍କ ଅଦ୍ଭୁତ ରେକର୍ଡ ୨୦,୩୯୬ ରନ୍, ୬୬ ଶତକ, ଏବଂ ୯୪ ଅର୍ଦ୍ଧଶତକ ହାସଲ କରି ଶ୍ରେଷ୍ଠ ପୁରସ୍କାର ପାଇଁ ସର୍ବସମ୍ମତ ମନୋନୀତ ହୋଇଛନ୍ତି । କୋହଲି ପୂର୍ବରୁ ଇଂଲଣ୍ଡରେ ୨୦୧୧ ଆଇସିସି କ୍ରିକେଟ୍ ବିଶ୍ୱକପ୍, ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫିର ବିଜେତା ହୋଇସାରିଛନ୍ତି । ସେ ମଧ୍ୟ ଏକମାତ୍ର ଏସୀୟ ଅଧିନାୟକ ଯିଏକି ୨୦୧୮-୧୯ ଗସ୍ତରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ସିରିଜ୍ ବିଜୟ ପଞ୍ଜିକରଣ କରିଛନ୍ତି ।

ପୁରସ୍କାର ପାଇବା ପରେ ୩୨ ବର୍ଷୀୟା କୋହଲି କହିଛନ୍ତି “ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଦଳ ପାଇଁ ଜିତିବା ଏବଂ ମୁଁ ପ୍ରତ୍ୟେକ ଖେଳରେ ତାହା କରିବାକୁ ଚେଷ୍ଟା କରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ