Masthead

ଗାଁକୁ ନାଁହି ପିଇବା ପାଣି ସୁବିଧା, ପୋଖରୀର ପ୍ରଦୂଷିତ ଜଳ ହିଁ ଏକମାତ୍ର ଭରସା

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ଗାଁକୁ ନାଁହି ପିଇବା ପାଣି ସୁବିଧା । ପୋଖରୀର ପ୍ରଦୂଷିତ ଜଳ ହିଁ ଏକମାତ୍ର ଭରସା । ବ୍ରଜରାଜନଗର ପୌର ପରିଷଦର ୱାର୍ଡ ନମ୍ବର ୧୨ ର ଭୂବଦା ପଡ଼ା, ଆଜି ବି ସରକାରୀ ଯୋଜନାର ଦୂରେଇ ଅଛନ୍ତି । ଗାଁରେ ଥିବା ଏକମାତ୍ର ପୋଖରୀ ହିଁ ଏମାନଙ୍କ ଭରଷା । କିଛି ବର୍ଷ ପୂର୍ବରେ ଲଗାଯାଇଥିବା ସିଂଟେକ୍ସ ଟାଙ୍କିରେ ପାଣି ଆସୁନଥିବା ବେଳେ ବସ୍ତିରେ ଥିବା ନାଳିକୁ ମାସ ମାସ ସଫା କରାଯାଉ ନାହିଁ ଏହି ବସ୍ତିରେ ଥିବା ଲୋକଙ୍କର ପାଇଁ ଗୋଟିଏ ସରକାରୀ ପାଇଖାନା ଅଛି, ଏହାର ଦୁର୍ଗନ୍ଧରେ ଫାଟିପଡୁଛି ପୁରା ବସ୍ତି । ପୋଖରୀରେ ଗାଧୋଇ ଚର୍ମ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ବସ୍ତି ବାସିନ୍ଦା । ଅଭିଯୋଗ ପରେ ପୌର ପରିଷଦ ଅଧିକାରୀ ତଥା ନେତା କିଛି କରୁନଥିବା କହିଛନ୍ତି ବସ୍ତିବାସିନ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି