Masthead

ମୋଦିଙ୍କ ସଭାରେ ପଞ୍ଚାନନଙ୍କ ଗୀତର କମାଲ…ୱେଲକମ୍ ମୋଦି ଜି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋଦିଙ୍କ ସଭାରେ ପଂଚାନନଙ୍କ ଗୀତର କମାଲ । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ ଗୀତ ୱେଲକମ ମୋଦି ଜି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଦଳୀୟ ସଭାବେଳେ ରୋଧ ଶୋରେ ଯେଉଁ ଗୀତଟି ସମସ୍ତଙ୍କ ମୁହଁରେ ଗୁଣୁଗୁଣାଉ ଥିଲା ତା’ ହେଉଛି ବିଶିଷ୍ଟ ଗୀତିକାର ତଥା ବିଜେପି ସାଂସ୍କୃତିକ ସେଲର ସଂଯୋଜକ ପଂଚାନନ ନାୟକଙ୍କ ଉପରୋକ୍ତ ଗୀତ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ସଂଗୀତ ଭାବରେ ଏହି ଗୀତଟି ସେଠାରେ ମାଇକରେ ବାଜିଥିଲା।

ପ୍ରଧାନମନ୍ତ୍ରୀ ଖୋଲା ଜିପରେ ସଭାସ୍ଥଳକୁ ପ୍ରବେଶ କରୁଥିବାବେଳେ ଏହି ଗୀତଟି ଉପସ୍ଥିତ ଲୋକଙ୍କ ଭିତରେ ଏକ ଅଭୁତ ରୋମାଂଚ ଭରିଦେଇଥିଲା। ଆଉ ସଭା ଶେଷରେ ଲୋକେ ଫେରୁଥିବାବେଳେ ଅନେକଙ୍କ ମୁହଁରେ ଏହି ଗୀତଟି ଗୁଣୁଗୁଣୁ ହେବା ଶୁଣାଯାଇଥିଲା। ପଂଚାନନ ନାୟକଙ୍କ ରଚିତ ଓ ନିଦେ୍ର୍ଦଶିତ ଏହି ଗୀତଟିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି।
ସେ ବିଶ୍ୱଗୁରୁ ନୂଆ ସଂପର୍କର
ସେ ସୂତ୍ରଧର ନୂଆ ଭାରତର …
ସେ ବାଜିଗର ଏଇ ରାଷ୍ଟ୍ରର
ସେ ସମ୍ଭବ ଅସମ୍ଭବ
ଯାହା ସେ କହନ୍ତି,
ତାହା ସେ କରନ୍ତି… ୱେଲକମ ମୋଦି ଜି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର