Masthead

ଭାରତରେ ହ୍ୱାଟସଆପର କୌଣସି ମୌଳିକ ଅଧିକାର ନାହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହ୍ୱାଟସଆପର କୌଣସି ମୌଳିକ ଅଧିକାର ନାହିଁ । ଏକ ବିଦେଶୀ ସଂସ୍ଥା । ଭାରତରେ ଏହାର କୌଣସି ମୌଳିକ ଅଧିକାର ନାହିଁ । ସମ୍ବିଧାନର ଧାରା ୧୯ ଓ ୨୧ରେ ଥିବା ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି କୌଣସି ବିଦେଶୀ ସଂସ୍ଥା ଭାରତୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରିପାରିବ ନାହିଁ । ଏହା ଭାରତୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ।

ଯାହାକୁ ନେଇ ହ୍ବାଟସ୍‌ଆପ୍ ହାଇକୋର୍ଟରେ ରୁଜୁ କରିଥିବା ମାମଲାର ଏବେ ବିଚାର ଚାଲିଛି । ମେସେଜ୍‌ର ମୂଳ ଉତ୍ସ କ’ଣ ତାହା ଜାଣିବା ଲାଗି ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ସନ ବ୍ୟବସ୍ଥାକୁ ହଟାଇବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ସରକାର କହିଛନ୍ତି । ସତ୍ୟପାଠରେ ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ ନୂଆ ଆଇଟି ନିୟମକୁ ଲାଗୁ କରିବା ଲାଗି ସରକାରଙ୍କ ପାଖରେ ଆଇନଗତ ବ୍ୟବସ୍ଥାର କୌଣସି ଅଭାବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ