Masthead

କେଉଁଠି ଫେରାଇବେ ଚିରା ନୋଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ନୋଟ ଚିରିବାକୁ ନେଇ ସମସ୍ତଙ୍କ ମନରେ ଏକ ଡର ଥାଏ । ଚିରାଫଟା ନୋଟକୁ ଫେରାଇ ଦିଅନ୍ତି ସମସ୍ତେ । ଦୋକାନରେ ଦେଲେ ଦୋକାନୀ ବି ଏହାକୁ ନେବାକୁ ମନା କରିଦିଏ । ସେଲୋଟେପ ଲଗା ନୋଟକୁ କାହିିଁକି ବି କିଏ ନେବାକୁ ପସନ୍ଦ କରିବେ । ତେବେ ବର୍ତ୍ତମାନ ଏପରି ନୋଟକୁ ନେଇ ଆରବିଆଇ ଜାରି କରିଛି ନୂଆ ନିୟମ । ଯାହାଦ୍ୱାରା ଆପଣ ଏପରି ନୋଟକୁ ବଦଳାଇ ଦେଇପାରିବେ ।

ଆରବିଆଇର ୨୦୧୭ ଏକ୍ସଚେଞ୍ଜ କରେନ୍ସି ନୋଟ ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଏଟିଏମରୁ ଚିରାଫଟା ନୋଟ ମିଳିଥାଏ ତେବେ ତାକୁ ଆପଣ ବଦଳାଇ ପାରିବେ । ଏହାସହ ଏଭଳି ଚିରାଫଟା ନୋଟକୁ ବ୍ୟାଙ୍କମାନେ ମଧ୍ୟ ନେଇପାରିବେ । କୌଣସି ବ୍ୟାଙ୍କ ଏହାକୁ ନେବାକୁ ମନାକରିପାରିବେ ନାହିଁ । ଯଦି ଆପଣଙ୍କ ନୋଟ ଚିରି ଯାଇଛି ତେବେ ଆପଣ ଏହାକୁ ବ୍ୟାଙ୍କରେ ବଦଳାଇପାରିବେ । ଆଉ ଯଦି ଚିରିକି ଏହାର କିଛି ଅଂଶ ହଜିଯାଇଥିବା ତେବେ ବି ଏହାକୁ ଆପଣ ଏକ୍ସଚେଞ୍ଜ କରିପାରିବେ ।

ସେହିପରି ଯଦି ଗୋଟେ ନୋଟର ପୂରା ଅଂଶ ଫାଟି ଯାଇଥିବ, କିମ୍ବା ପୋଡିଯାଇଥିବ ତେବେ ଏଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ବଦଳାଇ ପାରିବେ । ଆପଣଙ୍କ ନୋଟର ସ୍ଥିତି ଏହା ସ୍ଥିର କରିଥାଏ କି ଆପଣଙ୍କୁ ପୂରା ଟଙ୍କା ମିଳିବ ନା ନାହିଁ । ଅଳ୍ପ ଅଳ୍ପ ଚିରାଫଟା ନୋଟରେ ଆପଣଙ୍କୁ ମିଳିବ ପୂରା ଟଙ୍କା । ଯଦି ଆପଣଙ୍କ ନୋଟର ଅଧିକ ଅଂଶ ଚିରି ଯାଇଛି ତେବେ ଏହାର କିଛି ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା