Masthead

ହାତ ଛାଡିବ ହ୍ୱାଇଟ ହାଉସ୍

ନୂଆଦିଲ୍ଲୀ(ବଡ଼ ଖବର): ସାବଧାନ ଆତଙ୍କବାଦୀ ଦେଶ ପାକିସ୍ତାନ । ଏଣିକି ଆଉ ନିସ୍ତାର ନାହିଁ । ଯେଉଁ ସମୟରେ ପାକିସ୍ତାନ ଅନ୍ୟ ଦେଶର ହାତ ଧରି ବଳିୟାନ ହେବାକୁ ବସିଥିଲା ଏବେ ଖାଲି ତ୍ରାହି ତ୍ରାହ ଡାକିବ । କୌଣସି ଦେଶ ସାହାର୍ଯ୍ୟର ହାତ ବଢାଇବେନି କାହିଁକିନା ପାକିସ୍ତାନର ହାତ ଛାଡିବ ହ୍ୱାଇଟ ହାଉସ । ଏମିତିକି ଗୋଟିଏ ସମୟରେ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ଗୋଟିଏ ସମୟରେ ପାକିସ୍ତାନର ହାତ ଧରିଥିବା ବେଳେ ଆତଙ୍କବାଦୀ ଦେଶ ଶକ୍ତି ପାଇଥିଲା । ଏବେ ସେହି ଆମେରିକା ଛାଡିବ ପାକିସ୍ତାନର ହାତ । ଯାହା ଫଳରେ ଏଣିକି ପାକିସ୍ତାନକୁ ଲାଗିବ ଶକ୍ତ ଝଟକା । କାରଣ ହ୍ୱାଇଟ ହାଉସର ଚରମ ନିଷ୍ପତି ନାନ୍-ନାଟୋ ମେଣ୍ଟ ରୁ ବିଦା ହେବ ଇମ୍ରାନଙ୍କ ପାକିସ୍ତାନ । ଆମେରିକା ହାଉସ ଅଫ୍ ରିପ୍ରେଜେନ୍ଟେଟିଭ୍ରେ ଆସିଲା ବିଲ୍ । ଯାହା ଫଳରେ ଭାରତ-ଆମେରିକା ମଧ୍ୟରେ ଥିବା ସାମରିକ ଚୁକି ଦୁୂଇଭାଗ ହେବ । ଯିଏ ବଳ ହେଉଥିଲା ଶେଷରେ ସେ ହାତ ଛାଡିବ । ଏଣିକି ଥରିବ ପାକିସ୍ତାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା