Masthead

ବିଡିଓଙ୍କୁ ବଦନାମ କରିବା ପଛରେ କିଏ?

ବଡସାହି (ବଡ଼ ଖବର ବ୍ୟୁରୋ):ବିଡିଓଙ୍କ ବିରୋଧରେ ସମିତି ସଭ୍ୟ। ଆଣିଲେ ସଙ୍ଗିନ ଅଭିଯୋଗ । ଆଉ ପରେ କହିଲେ ମୋ ଅଜାଣତରେ ମୋ ସ୍ବାମୀ କରିଥିଲେ ଏପରି କାଣ୍ଡ। ଆଉ ପଶ୍ଚାତାପ ବି କଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ। ବେତନଟୀ ବ୍ଲକ ନାହଣ୍ଡ।ସୋଳ ପଞ୍ଚାୟତର ସମିତି ସଭ୍ୟ। ସୁନାମଣି ସିଂ । ବେତନଟୀ ବିଡିଓ ଛବିରାଣି ସାହୁ, ଯନ୍ତ୍ରୀ ସ୍ନେହଲତା ପତି ଜାତିଆଣ ମନ୍ତବ୍ୟ ଦେଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଫଣ୍ଡର ଦୁରୁପଯୋଗ କରିଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ତେବେ ସୁନାମଣି ତାଙ୍କର ଭୁଲ ସ୍ବୀକାର କରିବା ସହିତ ଅଭିଯୋଗ ବିଷୟରେ ଜାଣି ନଥିବା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଅଜାଣତରେ ତାଙ୍କ ଠାରୁ କାଗଜରେ ଦସ୍ତଖତ କରାଇ ନେଇ ଏ ସବୁ କାଣ୍ଡ ଘଟାଇଛନ୍ତି । ବିଡିଓ ଏବଂ ଜେଇ ତାଙ୍କୁ କୌଣସି ଜାତିଆଣ ମନ୍ତବ୍ୟ ଦେଇ ଗାଳି ଗୁଲଜ କରିନାହାନ୍ତି କିମ୍ବା ଖରାପ ବ୍ୟବହାର କରି ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି