Masthead

ପ୍ରଦୀପଙ୍କ ପରେ କିଏ ଧରିବ ପିପିଲି ମଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିପିଲି ଉପ ନିର୍ବାଚନରେ କିଏ ଧରିବ ଶଙ୍ଖ । ଏକଥା ଥୟ ପ୍ରଦୀପ ମହାରଥୀଙ୍କ ପରିବାରରୁ ହିଁ ଜଣେ ହେବ ବିଜେଡି ପ୍ରାର୍ଥୀ । ତେବେ ସେ ଜଣକ କିଏ ? ତାକୁ ନେଇ ଅଙ୍କକଷା ବଢୁଛି । କାହିଁକି ନା ପ୍ରଦୀପଙ୍କ ପତ୍ନୀ ପ୍ରତିଭା ଓ ପ୍ରଦୀପଙ୍କ ପୁଅ ରୁଦ୍ର, ଉଭୟ ଚିକଟ ଆଶାୟୀ । ଏତିକି ବେଳେ ବିଜେଡି ଚଳାଇଛି ଗୋଟି । ପୂର୍ବରୁ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା । ଆଉ ମଙ୍ଗଳବାର ପିପିଲିରୁ ରାଜଧାନୀ ଆସିଥିଲେ ଶଙ୍ଖ ଦଳରୁ ଜିତିଥିବା ତୃଣମୂଳସ୍ତରର ଜନପ୍ରତିନିଧିମାନେ । ସଙ୍ଗଠନ ପାଇଁ କାମ କରୁଥିବା ନେତା, କର୍ମୀମାନେ ବି ଥିଲେ । ପର୍ଯ୍ୟବେକ୍ଷକଙ୍କୁ ଭେଟି ଉପନିର୍ବାଚନ ପ୍ରାର୍ଥୀ ସଂପର୍କରେ ଆଲୋଚନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ