Masthead

କାହିଁକି ସୁପରଷ୍ଟାରରୁ ସନ୍ୟାସୀ ପାଲଟିଲେ ଶ୍ରୀରାମ ପଣ୍ଡା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡର ଲିଜେଣ୍ଡରୀ କଳାକାର କଥା ଆସିଲେ ମନେ ପଡେ ଶ୍ରୀରାମ ପଣ୍ଡାଙ୍କ କଥା । ମନେ ପଡେ ତାଙ୍କ ଅଭିନିତ ଫିଲ୍ମ । ଏକାଧାରରେ ସେ ଜଣେ ଅଭିନେତା, ପ୍ରଯୋଜକ ଓ ସ୍କ୍ରିନପ୍ଲେ ରାଇଟର । ୧୯୫୪ ରବରଙ୍ଗପୁର ଜିଲ୍ଲାରେ ତାଙ୍କର ଜନ୍ମ । ପ୍ରେରଣା, ଅନୁତାପ ଓ ପରେ ପ୍ରାୟଶ୍ଚିତ । ଏହି ତିନୋଟି ଶବ୍ଦ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜୀବନୀକୁ ଯର୍ଥାଥ କରୁଛି । ୧୯୭୨ ମସିହା, ଫିଲ୍ମ ଧରିତ୍ରୀ । ରୁପେଲି ପରଦାରେ ସେ ପାଦ ଥାପିଥିଲେ । ଆରମ୍ଭ କରିଥିଲେ ଚଳଚିତ୍ରର ଯାତ୍ରା । ଆଉ ଫେରିନଥିଲେ ପଛକୁ । ଲାଗୁଥିଲା ସେ ଅଭିନୟ ପାଇଁ, ଓ ଅଭିନୟ ତାଙ୍କ ପାଇଁ ଉସôର୍ଗୀକୃତ । ଏହି ଯାତ୍ରାରେ ସେ ଆଗେଇ ଚାଲିଲେ । ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଚଳଚ୍ଚିତ୍ରକୁ ଯୋଡ଼ି ଚାଲିଲେ ତାଲିକାରେ । ୮୦ ଓ ୯୦ ଦଶକରେ ଶ୍ରୀରାମ ପଣ୍ଡାଙ୍କର କ୍ରେଜ୍ ଥିଲା । ତେବେ କାହିଁକି ସୁପରଷ୍ଟାରରୁ ସନ୍ୟାସୀ ପାଲଟିଲେ ଶ୍ରୀରାମ ପଣ୍ଡା? ପୂରା ଖବର ଦେଖିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି