Masthead

ଆକ୍ସନ ମୋଡରେ ଯୋଗୀ , ପ୍ରକାଶ କଲେ କୁଖ୍ୟାତ ମାଫିଆଙ୍କ ତାଲିକା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଅତିକ ଅହମ୍ମଦ ଓ ଅଶରଫଙ୍କର ହତ୍ୟା ଘଟଣା । ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ । ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଛନ୍ତି ଯୋଗୀ । ତାଲିକାରେ ଅଛନ୍ତି ଭଦେହିର ଜ୍ଞାନପୁର ସିଟ୍ରେ ୪ବିଧାୟକ ହୋଇଥିବା ବାହୁବଳୀ ବିଜୟ ମିଶ୍ରା,ସହାରପୁର ନିବାସୀ ବସପାର ପୂର୍ବ ବିଧାନ ପରିଷଦ ସଦସ୍ୟ ହାଜି ଇକବାଲା ଓରଫ୍ ବାଲା, ପଶ୍ଚିମ ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ସୁନୀଲ ରାଠୀ, ବଦନ ସିଂହ ଓରଫ୍ ବାଡୋ, ଆମ୍ବେଦକରନଗରର ଅଜୟ ସିପାହୀ, ମୁଖତାର ଅସାଂରୀ, ବୃଜଣ ସିଂହ, ତ୍ରିଭୁବନ ସିଂହ ଓରଫ୍ ପବନ ସିଂହ, ସଂଜୀବ ମହେଶ୍ୱରୀ ଓରଫ୍ ଜୀବା,ଆତ୍ମପ୍ରକାଶ ଶ୍ରୀ ବାସ୍ତବ ଓରଫ୍ ବବଲୁ, ସୁଶୀଲ ଓରଫ ମୁଚ୍ଚ, ସିରିଆଲ କିଲର ସଲିମ, ରୁସ୍ତମ ଓ ସୋହରାବ।

ଏଥିସହ ରାଜ୍ୟର ୬୪ କୁଖ୍ୟାତ ମାଫିଆଙ୍କ ନାମସୂଚୀ ସରକାର ପ୍ରକାଶ କରିଛନ୍ତି। ସେମାନେ ହେଲେ ଉଦମ ସିଂ, ଯୋଗେଶ ଭଦୋଡା, ବାଦନ ସିଂ ଓରଫ୍ ବାଡୋ, ହାଜି ୟାକୁବ କୁରେଶୀ, ଶାରିକ, ସୁନୀଲ ରଥୀ, ଧର୍ମେନ୍ଦ୍ର, ୟଶପାଲ ତୋମାର, ଅମର ପାଲ ଓରଫ୍ କାଲୁ, ଅନୁଜ ବରଖା, ବିକ୍ରାନ୍ତ ଓରଫ୍ ବିକି, ହାଜି ଇକବାଲ ଓରଫ୍ ବାଲା, ବିନୋଦ ଶର୍ମା, ମେରୁଟ ଜୋନର ସୁନୀଲ ପ୍ରମୁଖ। ଏହି ତାଲିକାଭୁକ୍ତ ଅପରାଧୀଙ୍କ ଗତିବିଧି ଉପରେ ଏସଟିଏଫ୍ ଏବଂ ଜିଲା ପୋଲିସ ନଜର ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା