Masthead

ସ୍ମାର୍ଟ ଫୋନ ନଥିଲେ ବି କରିପାରିବେ ଟିକା ପାଇଁ ପଞ୍ଜିକରଣ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ କୋଭିଡ୍ ଟିକା ପାଇଁ ନାମ ପଞ୍ଜିକରଣ କରାଯାଇପାରିବ । ଏକଥା କହିଛନ୍ତି କୋୱିନ୍ ଚିଫ୍ । ନ୍ୟାସନାଲ ହେଲଥ ଅଥରିଟି ଚିଫ୍ ଏକଜିକ୍ୟୁଟିଭ ଅଫିସର ଏବଂ କୋୱିନ୍ ଚିଫ୍ ଆର ଏସ୍ ଶର୍ମା ଶନିବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ କୋଭିଡ ଟିକା ପାଇଁ ନିକଟସ୍ଥ କମନ୍ ସର୍ଭିସ ସେଣ୍ଟରରେ ନାମ ପଞ୍ଜୀକରଣ କରିପାରିବେ ।

ସେମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ ନାମ ପଞ୍ଜୀକରଣ କରିପାରିବେ । ଦେଶରେ ଥିବା ସମସ୍ତ କମନ ସର୍ଭିସ ସେଣ୍ଟର ଆକ୍ଟିଭେଟ୍ କରାଯାଇଛି । ସ୍ଲଟ୍ ଅଛି । ଲୋକମାନେ ସେମାନଙ୍କ ପଞ୍ଚାୟତ ଅଫିସକୁ ଆସି ଟିକା ପାଇଁ ନାମ ପଞ୍ଜିକରଣ କରିପାରିବେ । ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ ଲୋକମାନେ ନାମ ପଞ୍ଜିକରଣ ପାଇଁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ୧୦୭୫କୁ ଫୋନ୍ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି