Before Header

ଭାରତକୁ ୧୦ମ ସ୍ୱର୍ଣ୍ଣ, ପାକିସ୍ତାନକୁ ପଛରେ ପକାଇ ଭାରତ ଜିତିଲା ସ୍ୱର୍ଣ୍ଣ

0 64

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନକୁ ହରାଇ ଏସିଆନଗେମ୍ସରେ ଦଶମ ସ୍ୱର୍ଣ୍ଣ ଜିତିଛି ଭାରତ । ସ୍କ୍ୱାଶ ଫାଇନାଲରେ ଭାରତ ଜିତିଲା ସ୍ୱର୍ଣ୍ଣ । ୨-୧ରେ ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ ।

Leave A Reply

Your email address will not be published.