କେତେ ସୁରକ୍ଷିତ ଧାମରା ?

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):  କେତେ ସୁରକ୍ଷିତ ଧାମରା ବନ୍ଦର ? ଚାନ୍ଦିପୁର ପରେ ଏବେ ଧାମରା ବନ୍ଦର ଓ କାଲାମ ଦ୍ୱିପର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଧାମରାର ଚାରିପାଖେ ବୁଲୁଛନ୍ତି ମାଳମାଳ ବାଲାଂଦେଶୀ ସନ୍ଦିଗ୍ଧ । ମାଛ ମାରିବା ନାଁରେ ଧାମରାକୁ ଅବାଧରେ ପ୍ରବେଶ କରୁଛନ୍ତି ବାଲାଁଦେଶୀ । ସ୍ଥାନୀୟ ସରଣାର୍ଥଙ୍କ ସହାୟତାରେ ଅନୁପ୍ରବେଶକାରୀ ମାନେ ବାରମ୍ବାର ଧାମରା ଭିତରକୁ ପଶୁଛନ୍ତି । ଏହି ଅନୁପ୍ରେବେଶକାରୀଙ୍କ ସମ୍ପର୍କରେ ସ୍ଥାନିୟ ପୋଲିସ ପାଖରେ କୌଣଷି ତଥ୍ୟ ମଧ୍ୟ ରହୁନାହିଁ । ଯାହା ଓଡ଼ିଶାର ତୃତୀୟ ବୃହତ୍ତମ ବନ୍ଦରର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବାଲାଂଦେଶି ଅନୁପ୍ରବେଶକରୀଙ୍କ କୌଣଷି ତଥ୍ୟ ନାଁ ଜିଲ୍ଲା ପ୍ରଶାସନ ରଖୁଛି ନାଁ ଗୁଇନ୍ଦା ବିଭାଗ ପାଖରେ ଅଛି । ଫଳରେ ପ୍ରତିଦିନ ଶହସହ ସଂଖ୍ୟାରେ ଅନୁପ୍ରବେଶକରୀ ଅବାଧରେ ଧାମରାରେ ପଶିବାକୁ ସକ୍ଷମ ହେଉଛନ୍ତି । ଚାନ୍ଦବାଲି ବ୍ଲକର ଧାମରା,ଦୋଷିଙ୍ଗା,କଇଥଖୋଲା,କରଞ୍ଜମାଳ,ଚୂଡାମୁଣୀ,କଶିଆ, ତାଳଚୁଆ ଆଦି ସ୍ଥାନରେ ବସତି ସ୍ଥାପନ କରି ରହିଛନ୍ତି । ପ୍ରଶାସନ ତୁରନ୍ତ ଏହି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଏମାନଙ୍କ ଉପରେ ନଜର ରଖିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!