Masthead

୯ଦଫା ଦାବି ନେଇ ହାଲ ସାମ୍ନାରେ ଧାରଣା

ସେମିଳିଗୁଡ଼ା(ବଡ଼ ଖବର ବ୍ୟୁରୋ): କୋରାପୁଟ ସ୍ଥିତ ହିନ୍ଦୁସ୍ତାନ ଆରୋନେଟିକ ଲିମିଟେଡ଼ରେ ଧାରଣା । ୨୪୦୦ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଧାରଣା ଦେଇଛନ୍ତି । ୯ଦଫା ଦାବି ନେଇ ଧାରଣା ଦେଇଛନ୍ତି କର୍ମଚାରୀ । ଅଭିଯୋଗ ପରେ ମଧ୍ୟ କମ୍ପାନୀ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ୧୩ ବର୍ଷ ହେବ ଦରମା ବଢୁନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ୧୮ରୁ ୨୦ ଦିନ ବଦଳରେ ୨୬ ଦିନ କାମ କରିବାକୁ ଦିଆଯାଉ ବୋଲି କର୍ମଚାରୀମାନେ କହିଛନ୍ତି ।

୪ ବର୍ଷ ହେବ ସେମାନଙ୍କୁ ସେଫ୍ଟି ଜୋତା ଓ ହେଲମେଟ ଦିଆଯାଉନାହିଁ । ଇଣ୍ଡଷ୍ଟ୍ରିଆଲ ରୁଲ ମଧ୍ୟ ମାନୁନି ହାଲ୍ । କର୍ମଚାରୀ ମାନଙ୍କୁ ନ ଜଣାଇ ୫୦୦ ଟଙ୍କା କାଟୁଛି ହାଲ । ପୂର୍ବରୁ ୫ଥର ଷ୍ଟ୍ରାଇକ କରିଥିଲେ ମଧ୍ୟ ୪ ମାସର ଦରମା ପାଇନାହାନ୍ତି । ଏହି ସବୁ ଦାବି ନେଇ ଧାରଣା ଦେଇଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ । ତେବେ ଦାବି ପୂରଣ ନହେଲେ ୧୦ଦିନ ପରେ ବଡ଼ ଧରଣର ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା