Masthead

ସ୍କୁଲର ୩୬ ଲକ୍ଷ ଟଙ୍କା ଆତ୍ମସାତ୍

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ପାଟଣାଗଡ ଲାୟନ୍ସ ପବ୍ଲିକ୍ ସ୍କୁଲର ଟଙ୍କା ଆତ୍ମସାତ ଘଟଣାରେ ନୂଆ ଟୁଇଷ୍ଟ । ଲାୟନ୍ସ ଇଣ୍ଟରନ୍ୟାସନାଲର ଉଚ୍ଚ ପଦବୀରେ ଥିବା ଜଣେ ବ୍ୟକ୍ତି ସ୍କୁଲର ୩୬ ଲକ୍ଷ ଟଙ୍କା ନିଜ ବ୍ୟବସାୟିକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜଣାପଡିଛି । ପୂର୍ବରୁ ସେ ଲାୟନ୍ସ ପବ୍ଲିକ୍ ସ୍କୁଲର ସଭାପତି ରହିଥିବା ବେଳେ ଏବେ କିନ୍ତୁ ଲାୟନ୍ସ ଇଣ୍ଟରନ୍ୟାସନାଲର ଉଚ୍ଚ ପଦବୀରେ ରହିଛନ୍ତି ।

ହେଲେ ସ୍କୁଲ ଟଙ୍କାକୁ କ’ଣ ପାଇଁ କେଉଁ ଉଦେ୍ଦଶ୍ୟରେ ନିଜ ବ୍ୟବସାୟିକ ଆକାଉଣ୍ଟକୁ ନେଲେ ତାହା ଏବେ ବଡ ପ୍ରଶ୍ନ । ସେପଟେ ସ୍କୁଲ ଟଙ୍କା ଆତ୍ମସାତ ଘଟଣାରେ ପୋଲିସ ପୂର୍ବତନ ସଭାପତି ମନୋଜ ନନ୍ଦ ଓ ଆକାଉଣ୍ଟାଟ ମାନଭଞ୍ଜନ ଠାକୁରକୁ ଜେଲ ପଠାଇଛି । ତେବେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ପାଟଣାଗଡ ଏସଡିପିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ସୁଦାନରୁ ଫେରିଲେ ଓଡ଼ିଆ ପୁଅ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା