Before Header

୮ହଜାର ୩୧୩ ପଜିଟିଭ ଚିହ୍ନଟ

0 31

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୮ହଜାର ୩୧୩ ପଜିଟିଭ ଚିହ୍ନଟ । ୪ହଜାର ୬୫୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩ହଜାର ୬୫୮ଟି ଲୋକାଲ କେସ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୭୪ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୦୫ଜଣ, ବାଲେଶ୍ୱରରୁ ୪୫୨ ଜଣ, ବରଗଡ଼ରୁ ୨୭୯ ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରରୁ ୧୧୯ ଜଣ, ବୌଦ୍ଧରୁ ୨୦୯ଜଣ, କଟକରୁ ୫୯୩ଜଣ, ଦେବଗଡରୁ ୫୫ ଜଣ, ଢେଙ୍କାନାଳରୁ ୪୦୭ଜଣ, ଗଜପତିରୁ ୮୫ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରରୁ ୨୮୦ ଜଣ, ଯାଜପୁରରୁ ୨୫୪ ଜଣ, ଝାରସୁଗୁଡାରୁ ୧୧୧ ଜଣ, କଳାହାଣ୍ଡିରୁ ୧୬୨ ଜଣ, କନ୍ଧମାଳରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୩୩୧ଜଣ।

କେଉଁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୯୭୪ ଜଣ, କୋରାପୁଟରୁ ୧୯୮ ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୫୩୨ ଜଣ, ନବରଙ୍ଗପୁରରୁ ୨୦୫ ଜଣ, ନୟାଗଡ଼ରୁ ୨୮୩ଜଣ, ନୂଆପଡ଼ାରୁ ୫୩ ଜଣ, ପୁରୀରୁ ୪୦୫ ଜଣ, ରାୟଗଡ଼ାରୁ ୧୪୮ ଜଣ, ସମ୍ୱଲପୁରରୁ ୨୦୪ଜଣ, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଓ ଷ୍ଟେଟ ପୁଲରୁ ୧୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬ଲକ୍ଷ ୭୦ହଜାର ୫୨୭ଜଣ । ରାଜ୍ୟରେ ମୋଟ ଆକ୍ଟିଭ ସଂଖ୍ୟା ରହିଛି ୯୧ ହଜାର ୬୬୩ ।

Leave A Reply

Your email address will not be published.