Masthead

ନିଆରା ପରମ୍ପରା

କୋଣାର୍କ(ବଡ଼ ଖବର ବ୍ୟୁରୋ):-ଆଜି କୋଣାର୍କ ଚନ୍ଦ୍ରଭାଗା ରାସ୍ତାରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରମମ୍ପରା । ନାଗ ପଞ୍ଚମୀ ଅବସରରେ ନୋଳିଆ ବସ୍ତିରୁ ଶହ ଶହ ଆବାଳ ବୃଦ୍ଧବନିତା ଏକାଠି ହୋଇ ରାସ୍ତାପାଖ ହୁଙ୍କାରେ ପୂଜା କରିଥିଲେ । ଏହା ଆଶ୍ଚର୍ୟ୍ୟ କରିଥିଲା ଓଡିଆ ଲୋକମାନଙ୍କୁ । ତେଲୁଗୁ ସମ୍ପ୍ରଦାୟର ପରମ୍ପରାନୂଯାୟୀ ମାଟିହୁଙ୍କା ଚାରିପଟେ ଚିତାପକାଇ, ଧୂପଦୀପ ଦେଇ କୁକୁଡାଅଣ୍ତା ହୁଙ୍କା ଭିତରକୁ ପକାଇ କୁକୁଡା ବଳିଦେଲେ ନାଗଦେବତା ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଆସିଛି । ଏହି ବିଶ୍ୱାସରେ ଲୋକମାନେ ପ୍ରତିବର୍ଷ ଉପାସ ରଖିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ