Masthead

ସରକାରୀ ନିଷ୍ପତ୍ତିକୁ ବିରୋଧ

କୋଣାର୍କ(ବଡ଼ ଖବର ବ୍ୟୁରୋ): ରାସ୍ତା କଡରେ ଥିବା ଉଠା ଦୋକାନୀ ମାନଙ୍କୁ ଭେଣ୍ଡିଂ ଜୋନ ଯୋଗାଇ ଦେବାକୁ ନେଇ ଆରମ୍ଭ ହୋଇଛି ବିବାଦ । ମାଘ ମେଳା ପଡିଆରେ କୋଣାର୍କ ଏନଏସି ପକ୍ଷରୁ ଭେଣ୍ଡିଂ ଜୋନ୍ ପାଇଁ ଦିଆଯାଇଥିବା ପ୍ରସ୍ତାବକୁୂ ସାଧାରଣରେ ବିରୋଧ କରାଯାଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆସିଥାନ୍ତି। ପଡିଆରେ ଲୋକମାନେ ରାତ୍ରି ଯାପନ କରୁଥିବାରୁ ଭିଡ଼ ଜମିଥାଏ। ତେଣୁ ଜିଲ୍ଲା ପ୍ରଶାସନ ଏହି ସ୍ଥାନକୁ ଭେଣ୍ଡିଂ ଜୋନ ଭାବେ ବ୍ୟବହାର କରିବା ନେଇ କୋଣାର୍କ ଏନ୍ଏସି ଅଫିସରେ ବୈଠକ ଅନୁଷ୍ଠିତି ହୋଇଯାଇଛି । ଯଦି ଆଗାମୀ ଦିନରେ କିଛି ସମସ୍ୟା ହୁଏ ପ୍ରଶାସନ ଦାୟୀ ରହିବ ବୋଲି କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ