Masthead

ମାର୍ଶଲ ଆର୍ଟ ଶିଖିଲେ ଭିକ୍କି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଉରି ଦ ସର୍ଜିକାଲ ଷ୍ଟ୍ରାଇକର ସଫଳତା ପରେ ନିର୍ଦ୍ଦେଶକ ଆଦିତ୍ୟ ଧର, ଅଭିନେତା ଭିକ୍କି କୌଶଲ ଓ ପ୍ରଯୋଜକ ରୋନ୍ନି ସ୍ରିଉଭାଲା ପୁଣି ଏକାଠି କାମ କରିବେ ଅପକମିଙ୍ଗ ଫିଲ୍ମ ‘ଦ ଇମ୍ମୋର୍ଟାଲ ଅଶ୍ୱତ୍ଥାମା’ରେ । ଏଥିରେ ଭିକିଙ୍କ ସହ ଲିଡରେ ନଜର ଆସିପାରନ୍ତି ସାରା ଅଲ୍ଲୀ ଖାନ । ସାରା ବର୍ତ୍ତମାନ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଅତରଙ୍ଗି ରେ’ ର ସୁଟିଂ ଶେଷ କରିଛନ୍ତି । ଭିକ୍କି ଅଶ୍ୱଥାମା ଫିଲ୍ମ ପାଇଁ ମାର୍ଶଲ ଆର୍ଟ, ଆର୍ଚେରୀ, ଖଣ୍ଡା ଯୁଦ୍ଧ, ଘୋଡା ଚାଳନା ତଥା ଅନ୍ୟାନ୍ୟ ପୁରାତନ ଯୁଦ୍ଧ ପ୍ରଣାଳୀ ଶିକ୍ଷା କରୁଛନ୍ତି । ଫିଲ୍ମଟି ଏପ୍ରିଲ ୨୦୨୧ରେ ରିଲିଜ ହେବାର ପ୍ଲାନ ରଖିଛି । ଏଥିସହ ଭିକ୍କି ୟଶରାଜ ଫିଲ୍ମସ୍ ସହ ଏକ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି