Masthead

ନିର୍ଯାତିତ ନାବାଳିକା ଉଦ୍ଧାର

ଯାଜପୁର(ବଡ ଖବର ବ୍ୟୁରୋ); ଶିଶୁ ସୁରକ୍ଷା ୟୁନିଟ ଶନିବାର ଦିନ ନିର୍ଯ୍ୟାତିତ ନାବାଳିକାକୁ ପରିବାରଠାରୁ ଉଦ୍ଧାର କରିଛି । ଗତମାସ ୨୨ ରେ ନାବାଳିକା ଝିଅ ନିଖୋଜ ହୋଇଥିବାନେଇ ଥାନାରେ ଏତଲା ଦିଆଯାଇଥିଲା । ସେଥିରେ ତାଙ୍କଝିଅକୁ କେହି ଉଠାଇନେଇଥିବା ନେଇ ଉଲ୍ଲେଖ କରାଯାଇଥିଲା । କିଛିଦିନ ଜିବାପରେ ଝିଅ ଘରକୁ ଫେରିଆସିବାପରେ ତାଙ୍କ ଘରଲୋକ ଝିଅକୁ ନିର୍ଯାତନାଦେଉଥିବାନେଇ କେହିଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗକରିବା ସହ ଶିଶୁସୁରକ୍ଷା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ କମିଶନରଙ୍କ ନିର୍ଦ୍ଧେଶକ୍ରମେ ଶନିବାରଦିନ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ ଅଧିକାରୀ , ମିହିର ଜେନା ଓ ଯାଜପୁର ଥାନା ଅଧିକାରୀଙ୍କ ସହ ମନଳିତ ସହଯୋଗରେ ନା ବାଳିକାକୁ ଉଦ୍ଧାରକରି ଶିଶୁମଙ୍ଗଳକାରି କମିଟିକୁ ହସ୍ତାନ୍ତର କରିବାପରେ ତାକୁ ସ୍ୱଧାର ଗୃହରେ ରଖାଯାିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି