Masthead

ଯୋଗପ୍ରେମୀଙ୍କ ଲାଗି ଖୁସି ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କ୍ରୀଡା ମନ୍ତ୍ରଣାଳୟ ଗୁରୁବାର ଯୋଗାସନକୁ ଏକ ପ୍ରତିଯୋଗିତାମୂଳକ ଖେଳ ଭାବରେ ସ୍ୱୀକୃତି ଦେଇଛନ୍ତି । କ୍ରୀଡାମନ୍ତ୍ରୀ କରିଣ ରିଜିଜୁ, ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ ଯୋଗାସନଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଏକ ପ୍ରତିଯୋଗିତାମୂଳକ ଖେଳ ଭାବରେ ସ୍ୱୀକୃତି ଦେଇଥିଲେ । ରିଜୁଜି କହିଛନ୍ତି ଯେ ଯୋଗାସନ ଦୀର୍ଘ ଦିନ ଧରି ଏକ ପ୍ରତିଯୋଗିତାମୂଳକ ହୋଇ ଆସୁଛି । କିନ୍ତୁ ଏହା ଭାରତ ସରକାରଙ୍କ ଠାରୁ ସ୍ୱୀକୃତି ପାଇବା ଆବଶ୍ୟକ । ଯାହା ଦ୍ୱାରା ଏହା ଏକ ସରକାରୀ ତଥା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାମୂଳକ ଖେଳ ହୋଇପାରିବ । ସେ କହିଛନ୍ତି କି ଆଜି ଏକ ବଡ଼ ଦିନ ଏବଂ ଆମେ ଏହାକୁ ଏକ ପ୍ରତିଯୋଗିତାମୂଳକ ଖେଳ ଭାବରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରୁଛୁ । ଗତବର୍ଷ ଯୋଗଗୁରୁ ବାବା ରାମଦେବଙ୍କ ଅଧ୍ୟକ୍ଷତାରେ ନ୍ତର୍ଜାତୀୟ ଯୋଗାସନ କ୍ରୀଡା ଫେଡେରେସନ ମଧ୍ୟ ଗଠନ କରାଯାଇଥିଲା । ଡକ୍ଟର ଏଚଆର ନାଗେନ୍ଦ୍ର ଏହାର ସାଧାରଣ ସମ୍ପାଦକ ଅଟନ୍ତି । ଭାରତୀୟ ଜାତତୀୟ ଯୋଗାସନ କ୍ରୀଡା ଫେଡେରେସନ ମଧ୍ୟ ଗଠନ କରାଯାଇଥିଲା । ଯାହା ଗତମାସରେ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା କ୍ରୀଡା ଫେଡେରେସନ ଭାବେ ସ୍ୱୀକୃତି ହୋଇଥିଲା । ଯୋଗାସନକୁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ କରାଯିବ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି । ସେ କହିଚନ୍ତି ‘ଭାରତରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇବ ଏବଂ ଏହାକୁ ଖେଲୋ ଇଣ୍ଡିଆ ସ୍କୁଲ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି