Masthead

ଏସ୍ଆଇଙ୍କ ଦବଙ୍ଗଗିରି

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ବାଂଶଡା ଥାନା ଏସ୍ଆଇଙ୍କ ଦବଙ୍ଗଗିରି । ପେଟ୍ରୋଲିଂ ସମୟରେ ରାମଚନ୍ଦ୍ରଙ୍କୁ ଅଶ୍ଲୀଳ ଭାସାରେ ଗାଳି କରିବା ସହ ନିସ୍ତୁକ ମାଡ ମାରିଛନ୍ତି । ଭଦ୍ରକ ଚାନ୍ଦବାଲି ବ୍ଲକ ତୋଟାପଡା ଗ୍ରାମର ରାମଚନ୍ଦ୍ର ସାହୁ ଓ ତାଙ୍କ ବାପା ରାତି ୧୨ଟା ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ ବାଂଶଡା ଥାନାର ପେଟ୍ରୋଲିଂ ଗାଡି ରାମଚନ୍ଦ୍ରଙ୍କୁ ଅଟକାଇଥିଲେ । ଏସଆଇ ବରଦା ସାହୁ ରାମଚନ୍ଦ୍ରଙ୍କୁ ପଚରାଓଚରା କରିଥିଲେ । ପରେ ତାଙ୍କ ଉପରେ ଲାଠି ମାଡ କରିଥିଲେ ।

ପରିବାର ଲୋକେ ରାମଚନ୍ଦ୍ରଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ