Masthead

କୋହଲିଙ୍କ ଅନୁପସ୍ଥିତିରେ ରାହାନେ ଶ୍ରେଷ୍ଠ ଅଧିନାୟକ: ଇଶାନ୍ତ ଶର୍ମା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାହାନେଙ୍କୁ ବୋଲରଙ୍କ ଅଧିନାୟକ କହିଲେ ଇଶାନ୍ତ ଶର୍ମା । ରାହାନେଙ୍କ ଶାନ୍ତି ପ୍ରକୃତି ଓ ଖେଳାଳିଙ୍କ ସହ ସ୍ପଷ୍ଟ ଯୋଗାଯୋଗ ହେତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଅଧିନାୟକତ୍ୱ କରିବେ । ନିୟମିତ ଅଧିନାୟକ ବିରାଟ କୋହଲି ପୈତୃକ ଛୁଟି ପାଇଁ ଘରକୁ ଫେରୁଥିବାରୁ ଅବଶିଷ୍ଟ ତିନୋଟି ମ୍ୟାଚରେ ଅଧିନାୟକତ୍ୱ କରିବେ ରାହାନେ । ଇଶାନ୍ତ କହିଛନ୍ତି କି ଯେତେବେଳେ ଆମେ ଏକାଠି ଖେଳିଛୁ ଏବଂ ବିରାଟ ପଡ଼ିଆରେ ଯେତେବେଳେ ନଥାନ୍ତି ସେ ମୋତେ ପଚାରନ୍ତି କି କେଉଁ କ୍ଷେତ୍ରରେ ଆବଶ୍ୟକତା ରହିଛି । ରାହାନେ କଦାପି ନିର୍ଦ୍ଦେଶ ଦିଅନ୍ତି ନାହିଁ ।

କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଏବଂ ଆଫଗାନସ୍ଥାନ ବିପକ୍ଷରେ ରାହାନେଙ୍କ ଅଧିନାୟକତ୍ୱରେ ଭାରତ ଉଭୟ ଟେଷ୍ଟ ଜିତିଛି । ସେ ବହୁତ ଶାନ୍ତ ଓ ସ୍ଥିର ଅଟନ୍ତି । ଏହା ନୁହଁ ଯେ ସେ ମଜାଳିଆ ନୁହନ୍ତି ସେ ଆମ ସହ ବହୁତ ମଜ୍ଜା କରନ୍ତି ମଧ୍ୟ । ଚାପର ମୁହୂର୍ତରେ ସେ ଶାନ୍ତ ରୁହନ୍ତି । ସେ ବୋଲରଙ୍କ ସହ ଭଲ ଯୋଗାଯୋଗ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ…