Masthead

ସ୍ପେସାଲ ଫାୟାର କ୍ୟାମ୍ପ

କେଣାର୍କ(ବଡ଼ ଖବର ବ୍ୟୁରୋ): ଶୀତର ପ୍ରକୋପ ଦିନ କୁ ଦିନ ବଢିବାରେ ଲାଗିଛି। ସେଥିପାଇଁ ଥରୁଛି ସାରା ଓଡିଶା। ସହରରେ ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ସହରବାସୀ ଏବେ ଗାଁ ମୁହାଁ। ଗାଁ ମାନଙ୍କରେ ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜଳାଯାଇ ଲୋକମାନେ ଏକାଠି ହୋଇ ଏହା ଚାରିପାଖେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥାନ୍ତି। ତେଣୁ ଲୋକମାନଙ୍କୁ ଗାଁ ର ଅନୁଭୂତି ଦେବାକୁ କୋଣାର୍କ ରେଞ୍ଜର କ୍ୟାମ୍ପରେ କରାଯାଇଛି ଏକ ଅଭିନବ ପ୍ରୟାସ।

ସନ୍ଧ୍ୟା ସମୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କ୍ୟାମ୍ପ ଫାୟାର ର ବ୍ୟବସ୍ଥା ଦୀର୍ଘ ସମୟ ଧରି ବାନ୍ଧି ରଖୁଛି ଏହା ମଧ୍ୟରେ। ଯେଉଁ ସମୟରେ ପ୍ରବଳ ଶୀତ ରୁ ରକ୍ଷା ପାଇବା ପାଇଁ ସହରରେ ଏହିପରି ନିଆଁ ଲଗାଇ କ୍ୟାମ୍ପ ପ୍ରସ୍ତୁତ କରିବା ସୁବିଧା ନଥାଏ ସେହି ସମୟରେ ରେଞ୍ଜର ଫାୟାର କ୍ୟାମ୍ପ ପ୍ରସ୍ତୁତ କରି ଭିନ୍ନ ଅନୁଭୁତି ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି ପର୍ଯ୍ୟଟକ । ଅନ୍ୟପଟେ ରେଞ୍ଜର କ୍ୟାମ୍ପରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଏହି ଫାୟାର କ୍ୟାମ୍ପ ହୋଇଥିବା ବେଳେ ରାତ୍ରି ଯାପନ କରିବାପାଇଁ ଟେଣ୍ଟ କଟେଜ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି କ୍ୟାମ୍ପର ପରିଚାଳକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ