Masthead

ଜମ୍ମୁରେ ମନ୍ଦିର ଆକ୍ରମଣ ଯୋଜନା ଭଣ୍ଡୁର: ୨ ସନ୍ଦିଗ୍ଧ ଗିରଫ

ଜମ୍ମୁ(ବଡ଼ ଖବର ବ୍ୟୁରୋ): ଶନିବ।ର ର।ତି ପ୍ର।ୟ ୮ ଟ।ରେ ମେଘର ସେକ୍ଟରର ବ।ସୋନି ନିକଟରେ ଗ।ଡି ଯ।ଞ୍ଚ ସମୟରେ ଗ୍ରେନେଡ ଉଦ୍ଧ।ର କରାଯାଇଥିଲା । ପଚର।ଉଚର। ବେଳେ ସନ୍ଦିଗ୍ଧମ।ନେ କହିଛନ୍ତି ଯେ ସେମ।ନଙ୍କୁ ଆରିର ଏକ ମନ୍ଦିରରେ ଗ୍ରେନେଡ ଫିଙ୍ଗିବ।କୁ କୁହ।ଯ।ଇଥିଲା। ରବିବ।ର ଦିନ ପୋଲିସ କହିଛି ଯେ ଜମ୍ମୁ ଓ କ।ଶ୍ମୀରର ପୁଞ୍ଚ ଜିଲ୍ଲ।ରେ ସୁରକ୍ଷ। ବ।ହିନୀ ଚ।ରିଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ସେମ।ନଙ୍କଠ।ରୁ ଗ୍ରେନେଡ ଉଦ୍ଧ।ର କରିଛି।

ପୁଞ୍ଚ ସିନିୟର ସୁପରିଟେଣ୍ଡେଣ୍ଟ (ଏସଏସପି) ରମେଶ କୁମ।ର ଅଙ୍ଗ୍ର।ଲ କହିଛନ୍ତି ଯେ ସ୍ଥ।ନୀୟ ପୋଲିସର ସ୍ପେଶ।ଲ ଅପରେସନ୍ସ ଗୃପ ଏବଂ ୪୯ ଟି ର।ଷ୍ଟ୍ରିୟ ର।ଇଫଲର ଦୁଇ ଭ।ଇ – ମୁସ୍ତ।ଫ। ଇକବ।ଲ ଏବଂ ଗ।ଲହୁଟ। ଗାଁର ମୁର୍ତ।ଜ। ଇକବ।ଲଙ୍କୁ ଗିରଫ କରିଛି । ସନ୍ଦିଗ୍ଧଙ୍କୁ ୪୯ ଟି ର।ଷ୍ଟ୍ରିୟ ର।ଇଫଲ୍ସ ବ।ଟ।ଲିୟନ ମୁଖ୍ୟ।ଳୟ, ବ।ସୁନିରେ ପଚର।ଉଚର। କର।ଯ।ଇଥିଲ। ପଚର।ଉଚର।ବେଳେ ମୁସ୍ତ।ଫ।କୁ ପ।କିସ୍ତ।ନୀ ନମ୍ବରରୁ କଲ ଆସିଥିବ। ଜଣ।ପଡିଛି। ଅଧିକ ପଚର।ଉଚର। କର।ଯିବ। ପରେ ସେ ଆରି ଗାଁର ଏକ ମନ୍ଦିରରେ ଗ୍ରେନେଡ ଫିଙ୍ଗିବ। ପାଇଁ ସୁପାରୀ ନେଇଥିବା ସ୍ୱୀକ।ର କରିଛି ବୋଲି ଏସଏସପି କହିଛନ୍ତି।

ସେ କହିଛନ୍ତି ଯେ ତ।ଙ୍କ ଫୋନରେ ଗ୍ରେନେଡ କିପରି ବ୍ୟବହ।ର କର।ଯିବ ସେନେଇ ଏକ ଭିଡିଓ ମଧ୍ୟ ଦେଖିବ।କୁ ମିଳିଛି। ସେମ।ନଙ୍କ ଘର ତଲ।ସ କର।ଯିବ। ପରେ ଛଅଟି ଗ୍ରେନେଡ୍‌ ଓ ଜମ୍ମୁ ଓ କଶ୍ମୀର ଗଜନବି ଫୋର୍ସର କେତୋଟି ପୋଷ୍ଟର୍‌ ମିଳିଛି ବୋଲି ଅଙ୍ଗ୍ର।ଲ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି