Masthead

ଶ୍ରେଷ୍ଠ ସାଂସଦ ତାଲିକାରେ ଭର୍ତ୍ତୃହରି, ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସର୍ଭେ ରିପୋର୍ଟ । ଦେଶର ୫୪୨ ସାଂସଦଙ୍କ ମଧ୍ୟରୁ ସର୍ଭେ ଏଜେନ୍ସି ଏସିଆ ପୋଷ୍ଟ ସହିତ ମିଳିତ ଭାବେ ଏକ ଲମ୍ବା ସର୍ଭେ ଏବଂ ଗ୍ରାଉଣ୍ଡ ରିପୋର୍ଟ ମାଧ୍ୟମରେ ଫେମ ଇଣ୍ଡିଆ ମାଗାଜିନ ୨୫ ଜଣ ସାଂସଦଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ଚିହ୍ନଟ କରିଛି । ଯେଉଁଥିରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ୨ଜଣ ସାଂସଦ ଅଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ଶ୍ରେଷ୍ଠ ସାଂସଦ ଭାବେ ଚିହ୍ନଟ କରିଛି ।
ଏକ ଦାୟିତ୍ୱପ୍ରାପ୍ତ ଗଣମାଧ୍ୟମ ଫେମ୍ ଇଣ୍ଡିଆ ମାଗାଜିନ୍ ଉତ୍କର୍ଷତାକୁ ସମ୍ମାନ କରିବାର ସାମାଜିକ ପରମ୍ପରାକୁ ଆଗକୁ ବଢାଇ ଭଲ କାମ କରୁଥିବା ସାଂସଦମାନଙ୍କୁ ଏବଂ ସେମାନଙ୍କ କାର୍ୟ୍ୟକୁ ଏହି ସର୍ଭେ ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼