Masthead

ଅସ୍ତରଙ୍ଗ ବିଜେଡିରେ ଫାଟ !

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗରେ ବିଜୁ ଜନତା ଦଳ ଦୁଇ ଫାଳ । ଜନସାଧାରଣ ଜାଣି ପାରୁନାହାନ୍ତି କିଏ ବିଜୁ ଜନତା ଦଳ କର୍ମୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବିଜେଡିର ଗୋଷ୍ଠୀ କନ୍ଦଳ ଦୀର୍ଘ ଦିନଧରି ଚାଲିଛି । ଗୋଟିଏ ପଟେ ବିଜେଡି ଟିକେଟ ଲଢ଼ିଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଅନ୍ୟ ପଟେ ସେହି ବିଜେଡି ଟିକେଟରେ ଶଙ୍ଖ ଚିହ୍ନରେ ଲଢ଼ିଥିବା ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ଗଦାଧର ବିଶ୍ୱାଳ, ଯାହାକି ଅସ୍ତରଙ୍ଗରେ ବିଜେଡିର ଗୋଷ୍ଠୀରେ ଚାଲିଛି ବାଦବିବାଦ ।

ଆଗକୁ ଆସୁଛି ୨୦୨୨ମସିହା ପଂଚାୟତ ଇଲେକ୍ସନ । ଏହି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇବାକୁ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରସ୍ତୁତି କଲେଣି ରଣନୀତି । ବିଜେଡିର ତୁଙ୍ଗ ନେତାମାନଙ୍କୁ ନେଇ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ ହୋଇଛି ଏକ ବଡ଼ ଧରଣ ବୈଠକ । ସେଥିପାଇଁ ୧୫ ଟି ପଂଚାୟତର ବହୁ ବିଜେଡି କର୍ମୀ ଅସ୍ତରଙ୍ଗ ସବୁଜ ଶାଖା ନିକଟରେ  ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ କରିଥିଲେ। ଏହି ଗୋଷ୍ଠୀ କନ୍ଦଳର ଫାଇଦା ନେବା ପାଇଁ କଂଗ୍ରେସ ତୃଣ ମୂଳରୁ ସୁଦୃଢ କରିବାପାଇଁ ପଂଚାୟତ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ଅନ୍ୟ ପଟେ କିଛି ବିଜେଡି କର୍ମୀ ପୀର ଜାହାନିଆ ପୀଠରେ ବିଜେପିରେ ମିଶିଥିଲେ । ଆଗକୁ ଦେଖିବାକୁ ରହିଲା ବିଜେଡି କର୍ମୀମାନଙ୍କୁ ନେଇ ଦଳ ସଜାଡୁଛି ,ନା ବିରୋଧୀ ଦଳ ଏହାର ଫାଇଦା ହାସଲ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା