Masthead

ସ୍ମାର୍ଟ ସିଟିର ମହଙ୍ଗା ରାସ୍ତା

ରାଉରକେଲା(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ସିଟିରେ ନାହିଁ ଯାତାୟାତ ପାଇଁ ଭଲ ରାସ୍ତା । ରାସ୍ତା ତିଆରି ବଦଳରେ ରାସ୍ତାରେ ହୋଇଛି ବଡ଼ ବଡ଼ ଖାଲ । ଏପରି ହୋଇଛି ସ୍ମାର୍ଟ ସିଟି ରାଉରକେଲାରେ । କେବଳ ଗୋଟିଏ ରାସ୍ତା ନୁହେଁ, ସହରର ଗଳିକନ୍ଦି ରାସ୍ତାର ଅବସ୍ଥା ଶୋଚନୀୟ । ସ୍ମାର୍ଟ ସିଟିରେ ଚାଲିଛି ସ୍ୱରେଜ କାର୍ଯ୍ୟ । କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । କାର୍ଯ୍ୟ ସରିଯାଇଥିବା ଜାଗାରେ ପୁଣି ଖୋଳାଖୋଳି କରି ରାସ୍ତାକୁ ପୁଣି ବନ୍ଦ କରି ଦିଆଯାଉଛି । ରାସ୍ତାଗୁଡିକ ଜର୍ଜରିତ ଅବସ୍ଥାରେ ପଡି ରହିଛି । ରାଉରକେଲା ସହରବାସୀ ବହୁ ହନ୍ତସନ୍ତ ହେଉଛନ୍ତି । ରାସ୍ତା ଖରାପ ଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟୁଛି । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏହି ସ୍ୱରେଜ କାର୍ଯ୍ୟ ପାଇଁ ରାସ୍ତା ଅବରୋଧ ହୋଇପଡିଛି । ରାସ୍ତା ନିର୍ମାଣ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ରାଉରକେଲା ଜିଲ୍ଲାପାଳ କହିଥିଲେ । କିନ୍ତୁ ଡିସେମ୍ବର ସରି ଜାନୁଆରୀ ହେଲାଣି ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ରାସ୍ତା ନିର୍ମାଣ ହୋଇପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା