Masthead

ନେତାଙ୍କ ଦାଦାଗିରି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ନେତାଙ୍କ ଖୁଲମଖୁଲା ଦାଦାଗିରି । କବାଟକୁ ଗୋଇଠା ମାରି ଘରେ ପଶି କିଛି ଲୋକଙ୍କୁ ସେ ମାଡ ମାରୁଛନ୍ତି । ପ୍ରାଣ ବିକଳରେ ସେମାନେ ପଳାଉଛନ୍ତିି । ନେତା ଜଣଙ୍କ କରୁଛନ୍ତି ଭଙ୍ଗା ରୁଜା । ଏଥିରେ ତାଙ୍କ ମନ ବୁଝୁନି । ଟାଙ୍ଗିଆ ଧରି ଟେବୁଲ ଚେୟାରକୁ ହାଣି ପକାଉଛନ୍ତି ।

ଅଭିଯୋଗ ରାତିରେ ଘର ପାଖରେ ପରିବା ବୋଝେଇ ଟ୍ରକ ହର୍ନ ମାରିବାରୁ ନେତା ଜଣଙ୍କ ଉତ୍ୟକ୍ତ ହୋଇପଡିଛନ୍ତି । ନେତାଙ୍କ ଗିରଫ ଦାବି କରିଛି ଜିଲ୍ଲା ଓକିଲ ସଂଘ । ଏସପିଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି । ଓକିଲ ସଂଘ ଅଭିଯୋଗ କରିଛି ପୋଲିସ ଦଫା କୋହଳ କରି ନେତାଙ୍କୁ ଛାଡି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ