Masthead

ହୋଣ୍ଡା ଓରାମକୁ ଦଣ୍ଡାଦେଶ

ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ୩ ବର୍ଷର ଶିଶୁ ପୁତ୍ରର ତଣ୍ଟିକାଟି ହତ୍ୟା କରିଥିଲା ବାପା

ରାଉରକେଲା(ବଡ଼ ଖବର ବ୍ୟୁରୋ): ବାପା ପାଇଁ ପୁଅ ପାଲଟିଥିଲା ବୋଝ । ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ୩ ବର୍ଷର ଶିଶୁ ପୁତ୍ରର ତଣ୍ଟିକାଟି ହତ୍ୟା କରିଥିଲା ବାପା । ଦୁନିଆକୁ ସମ୍ପୂର୍ଣ୍ଣରୂପେ ବୁଝିବା ପୂର୍ବରୁ ଶବ ପାଲଟିଗଲା ପୁଅ । ୨୦୧୯ରେ ଏଭଳି ଲୋମହର୍ଷଣକାରୀ ହତ୍ୟା ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଲପସରେ । ଆଜି ଏହି ମାମଲାର ଶୁଣାଣିକରି ରାଉରକେଲା ଏସଡିଜେଏମ୍ କୋର୍ଟ ପୁତ୍ର ହନ୍ତା ହୋଣ୍ଡା ଓରାମକୁ ୫,୦୦୦ଟଙ୍କା ଜୋରିମାନା ସହିତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ