Masthead

ଅର୍ଡର କ୍ୟାନସଲ କରି ୪୫ ହଜାର ଗଣିଲା ଆମାଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କନର୍ଫମ ଅର୍ଡର କ୍ୟାନସଲ କରିବା ପଡିଲା ଭାରୀ । କଷ୍ଟମର କରିଥିବା ଅର୍ଡରକୁ କ୍ୟାନସଲ କରିବା ଆମାଜନକୁ ମହଙ୍ଗା ପଡିଛି । ଏଥିପାଇଁ ଆମାଜନକୁ ଓଡ଼ିଶା ଉପଭୋକ୍ତା ଆୟୋଗ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆମାଜନକୁ ୪୫ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉପଭୋକ୍ତା ଆୟୋଗ । ଲ’ ଛାତ୍ର ସୁପ୍ରିୟ ରଞ୍ଜନ ମହାପାତ୍ର ଲାପଟପ-ପାଇ ୧୯୦ ଟଙ୍କାରେ ଆମାଜନରୁ ଅର୍ଡର କରିଥିଲେ । ସେହି ଲାପଟପର ଦାମ ପ୍ରକୃତରେ ୨୩,୪୯୯ ଟଙ୍କା । ମାତ୍ର ଆମାଜନରେ ଏହା ୧୯୦ ଟଙ୍କାରେ ଉପଲବ୍ଧି ହେଉଥିଲା ।

ପରେ ସୁପ୍ରିୟ ଏହାକୁ ଅର୍ଡର କରିଥିଲେ । ଅର୍ଡର କରିବାର ୨ଘଣ୍ଟା ପରେ ଏହା କ୍ୟାନସଲ ହୋଇଯାଇଥିଲା । ଏଥିପାଇଁ ସୁପ୍ରିୟ ଆମାଜନକୁ ଆଇନଗତ ନୋଟିସ ପଠାଇଥିଲେ । ଜିଲ୍ଲା ଫୋରମରେ ଅଭିଯୋଗ କରିଥିଲେ । ଓଡ଼ିଶା ଉପଭୋକ୍ତା ଆୟୋଗ ଏଥିପାଇଁ ୪୦ ହଜାର ଟଙ୍କା କମ୍ପେନସେସନ ଓ ୫ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର