Masthead

ହେଲପ ବଡ଼ ଖବର ଅଭିଯାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଡ଼ ଖବର । ଲୋକଙ୍କ ଚ୍ୟାନେଲ । ନିରପେକ୍ଷ ଗଣମାଧ୍ୟମ । ଜନତାଙ୍କ ଆଶା ଓ ବିଶ୍ୱାସର ଚତୁର୍ଥ ସ୍ତମ୍ଭ । ଏହାର ମାଲିକ କୌଣସି ରାଜନେତା କି ପୁଞ୍ଜିପତି ନୁହେଁ, ସ୍ୱୟଂ ଜଗତପତି ଶ୍ରୀଜଗନ୍ନାଥ । ସାଢେ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ହେଲେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିରପେକ୍ଷ ସାମ୍ବାଦିକତା ପାଇଁ “ବଡ ଖବର’କୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ଆପଣଙ୍କ ଯଥାସାଧ୍ୟ ଚେଷ୍ଠା ଦ୍ୱାର ଚାଲିପାଲିବ “ବଡ଼ ଖବର’ । ଏଥିପାଇଁ ଲୋକଙ୍କ ଚ୍ୟାନେଲ ଆରମ୍ଭ କରିଛି ହେଲପ୍ ବଡ଼ ଖବର ଅଭିଯାନ ।

ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ ଏହାର ଶୁଭାରମ୍ଭ ହୋଇଛି । ପୁରୀ ପରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଥିଲା ବଡ଼ ଖବର ଅଭିଯାନ । ଲୋକଙ୍କ ଆଶୀର୍ବାଦ ଓ ସହଯୋଗକୁ ପାଥେୟ କରି ଲୋକଙ୍କ ଚ୍ୟାନେଲ ପ୍ରତି ମାସ ୭ ତାରିଖରେ ପାଳନ କରୁଛି “ବଡ଼ ଖବର’ ଦିବସ । ରାଜ୍ୟର ବିଭିନ୍ନ ସ୍ତାନକୁ ଯାଇ ଲୋକଙ୍କଠାରୁ ସହଯୋଗ ଚାହୁଁଛି ବଡ଼ ଖବର । ଏହି ଦିବସରେ ଲୋକ ସାହାର୍ଯ୍ୟର ବଢାଉଛନ୍ତି ହାତ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଶ୍ରୀଜଗନ୍ନାଥଙ୍କ କୃପାରୁ “ବଡ଼ ଖବର’ ଆଗକୁ ବଢୁଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଚ୍ୟାନେଲ ଚଳାଇବାକୁ ଅର୍ଥର ଆବଶ୍ୟକତା ଅଛି । ସେଥିପାଇଁ ହେଲପ୍ “ବଡ଼ ଖବର’ର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କଠାରୁ ସହଯୋଗ ଚାହୁଛି ଲୋକଙ୍କ ଚ୍ୟାନେଲ । ସହଯୋଗ କରୁନ୍ତୁ ଗଣତନ୍ତ୍ରକୁ ସହଯୋଗ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା