Masthead

ଦିଦିଙ୍କୁ ଟକ୍କର ଦେବେ କି ଦାଦା?

କୋଲକାତା (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୭ ରେ ହେବାକୁ ଥିବା ବିଜେପି ରାଲିରେ ସାମିଲ ହୋଇପାରନ୍ତି ଦାଦା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଧରିବାକୁ ଯାଉଛନ୍ତି ପଦ୍ମ । ବିଜେପି କିମ୍ବା ଗାଙ୍ଗୁଲିଙ୍କ ତରଫରୁ ସ୍ପଷ୍ଟ ସୂଚନା ଏଯାଏ ମିଳିନଥିବାବେଳେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି ।

ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ୟ୍ୟ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ । ଦେହ ଖରାପ ଥିବାରୁ ଗାଙ୍ଗୁଲି ଏବେ ଘରେ ଆରାମ କରୁଛନ୍ତି । ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବା ସହିତ ଲୋକମାନଙ୍କ ମନ ମଧ୍ୟ ଜିଣିପାରିବେ । । ଏବେସୁଦ୍ଧା ଏହାର ସ୍ପଷ୍ଟ ହୋଇନାହିଁ । ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯିବା ହେତୁ ସେ ୩ ଦିନ ହସ୍ପିଟାଲରେ ରହି ଡିସଚାର୍ଜ ନେଇଥିଲେ । ଏବେ ସେ ବିଶ୍ରାମ ନେଉଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି