Masthead

ଶ୍ରୀଲଙ୍କାରେ ମଦ୍ରାସା ବନ୍ଦ

କଲମ୍ବୋ(ବଡ଼ ଖବର ବ୍ୟୁରୋ): ଶ୍ରୀଲଙ୍କାରେ ନିଷିଦ୍ଧ ହେବ ବୁର୍ଖା ପରିଧାନ । ମସୁଲିମ ମହିଳା ମାନେ ପରିଧାନ କରୁଥିବା ବୁର୍ଖାକୁ ଦେଶର ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ସରକାର ନିଷିଦ୍ଧ କରିବେ ବୋଲି କହିଛନ୍ତି । ଦେଶରେ ଥିବା ହଜାରେରୁ ଅଧିକ ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶ୍ରୀଲଙ୍କାର ଗୃହମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି ।

ପୂର୍ବରୁ ଦେଶରେ କୌଣସି ମୁସଲିମ ମହିଳା କି ଯୁବତୀ ବୁର୍ଖା ପିନ୍ଧୁନଥିବା ବେଳେ ଏହି ପ୍ରଥା ଏବେ କଠୋର ଧାର୍ମିକ ପ୍ରଥା ଭାବେ ଉଭା ହୋଇଛି । ତେବେ ଜାତୀୟ ସୁରକ୍ଷା କାରଣରୁ ତାହାକୁ ତୁରନ୍ତ ନିଷିଦ୍ଧ କରିବାକୁ କ୍ୟାବିନେଟ ମଞ୍ଜୁରୀ କରିଛି ବୋଲି ମନ୍ତ୍ରୀ ଶରତ ବୀରଶେଖରା କହିଛନ୍ତି । ଦେଶରେ ଯିଏ ଯେଉଁଠି ଚାହିଁବ ନିଜ ପିଲାଙ୍କୁ ପଢାଇ ପାରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ଆଧାରରେ ମଦ୍ରାସା ଗୁଡିକୁ ବନ୍ଦ କରାଯିବ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼