Masthead

ଭୁବନେଶ୍ୱରର ଉନ୍ନତି ପାଇଁ ଅପରାଜିତା ଦେଲେ ୧୦ ପ୍ରସ୍ତାବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ୱର ବିକାଶ ପାଇଁ ୧୦ଟି ପ୍ରସ୍ତାବ ଦେଇଛନ୍ତି । ଏନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ଅପରାଜିତା ଷଡଙ୍ଗୀ । ସାଇନ୍ସି ଆଣ୍ଡ ଟେକୋ୍ନଲୋଜି କ୍ଲିଷ୍ଟର ଅଧୀନ ୟୁଆରଜେଆଇଟି ପ୍ରକଳ୍ପରେ ଭୁବନେଶ୍ୱରକୁ ସାମିଲ କରାଯାଉ ।

ଓଡିଶାରେ ୪୮୦ କିଲୋମିଟର ଲମ୍ବା ଉପକୂଳ ରହିଛି, ତେଣୁ ସେଠାରେ ଇଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ ଅଧୀନରେ ସେଣ୍ଟର ଅଫ ଏକ୍ସିଲେନ୍ସ ଫର୍ ମେରାଇନ ବାୟୋଟେକ୍ନୋଲୋଜି ନିର୍ମାଣ କରାଯାଉ ଓ ଅନ୍ଧାରୁଆରେ ଇଏସ୍ଆଇ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥି ସହ ଓଡିଶା ପେନସନ ଆଶୋସିଏସନ, ଅଲ ଓଡିଶା ବ୍ୟାଙ୍କ ରିଟାୟାର୍ସ ଆସୋସିଏସନ ଏବଂ ଏକ୍ସ ସରଭାଇସ ମେନ୍ ମାନଙ୍କୁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ।

ନିରାକାରପୁରରେ ନୂଆ ଜଗନ୍ନାଥ ରୋଡ ଲ ଏନଏଚ ୧୬ ଓ ଏନଏଚ ୨୨୩ ଫ୍ଲାଇଓଭର ତିଆରି କରିବା, ଲିଙ୍ଗରାଜ ପାସେଂଜର ହଲ୍ଟ କରିବା , ନିଜିଗଡ ତାପଙ୍ଗରେ ଓଭର ବ୍ରିଜ ତିଆରି ନେଇ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ