Masthead

ସାଇବର ଠକ ଙ୍କ ଜାଲ ରେ ଲେଡି ଥାନା ଅଧିକାରୀ

ଭୁବନେଶ୍ୱର: ସାଇବର ଠକ ଙ୍କ ନଜର ଏବେ ଓଡ଼ିଶା ଉପରେ । ଓଡ଼ିଶା ବାହାରେ ରହି ଚଳାଉଛନ୍ତି ସାଇବର ଠକେଇ। ସେମାନଙ୍କ ପାଖରେ ପହଂଚି ପାରୁନି ଓଡ଼ିଶା ପୋଲିସ ।କେବଳ ତଦନ୍ତ ଜାରି ରହିଛି। ଏବେ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ କାର୍ଯ୍ୟ ରତ ମହିଳା ଥାନା ଅଧିକାରୀ । ଜୟଦେବ ବିହାର ସ୍ଥିତ ଜିଏ କ୍ୱାଟର ରେ ରହୁଥିଲେ ମହିଳା ଥାନା ଅଧିକାରୀ ବିନୋଦିନୀ ନାୟକ । ପୁରା ଘଟଣା ଟି ଘଟିଥିଲା ୯ ତାରିଖ ସନ୍ଧ୍ୟା ୭ ଟା ସମୟରେ । ଅନ୍ ଲାଇନ୍ ରେ ଖାଦ୍ୟ ଅର୍ଡର କରି ଥିଲେ ସେ ତାଙ୍କ କହିବା ଅନୁସାରେ ଅନ୍ ଲାଇନ୍ ଖାଦ୍ୟ ଅର୍ଡର କରିବା ବେଳେ ଅନ୍ ଲାଇନ୍ ମାଧ୍ୟମ ରେ ପଇସା ମଧ୍ୟ ଦେଇଥିଲେ କିନ୍ତୁ କୌଣସି କାରଣରୁ ଅର୍ଡର୍ ଦେଇଥିବା ଖାଦ୍ୟ କୁ ସେ କ୍ୟାନସଲ୍ କରିଥିଲେ କିନ୍ତୁ କ୍ୟାନ୍ସଲ୍ କଲା ପରେ ମଧ୍ୟ ପଇସା ଫେରସ୍ତ ଆସିନଥିବା ଯୋଗୁଁ ସେ ଏକ ମେଲ୍ ଦେଇଥିଲେ ଉକ୍ତ ଖାଦ୍ୟ ଡେଲିଭରି ସଂସ୍ଥା କୁ ଆଉ ତାପରେ ପ୍ରାୟ କିଛି ସମୟ ବ୍ୟବଧାନ ମଧ୍ୟରେ ପ୍ରାୟତଃ ଏକ ଲକ୍ଷ ଟଙ୍କା ତାଙ୍କ ଏକାଉଣ୍ଟ୍ ରୁ ଗାୟବ ହୋଇଯାଇଥିଲା ।
ଏ ସବୁ ଘଟଣା ଘଟି ସାରିବା ପରେ ସେ ବ୍ୟସ୍ତ ବିବ୍ରତ ଓ ଭୟବିତ ଅବସ୍ଥା ରେ ଥାନା ର ଦ୍ବାରସ୍ଥ ହୋଇଥିଲେ ।

ଏ ନେଇ କମଶନରେଟ୍ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ତନାଘନା ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ