Masthead

ପୁଅ ଭାଙ୍ଗିଦେଲା ମା’ଙ୍କ ସ୍ଵପ୍ନ

ସୋର (ବଡ଼ ଖବର ବ୍ୟୁରୋ): ମା’ଙ୍କ ସ୍ଵପ୍ନ ଅଧା ରହିଗଲା । ପୁଅ ଭାଙ୍ଗିଦେଲା ମା’ଙ୍କ ସ୍ଵପ୍ନ । ପ୍ରତ୍ୟେକ ମା’ଙ୍କ ଆଶା ଥାଏ ପୁଅ ବଡ଼ ହେଲେ ତାକୁ ବହାଘର କରେଇବ । ଆଉ ଟିକେ ସୁଖରେ ଦିନ କାଟିବ । ଘରକୁ ବହୁଟିଏ ଆସିବ । ଜୀବନର ଶେଷ ମୁହୁର୍ତ୍ତରେ ପୁଅବହୁଙ୍କ ସେବାଯତ୍ନ ଟିକେ ପାଇବ ।

ପୁଅ ବାହାଘର ପାଇଁ ଝିଅ ଖୋଜା ବି ସରିଥିଲା । ବାକି ଥିଲା କେବଳ ବାହାଘର ତାରିଖ । ହେଲେ ସବୁ ସ୍ବପ୍ନସ୍ବପ୍ନ ହୋଇ ରହିଗଲା । ବେକରେ ଦଉଡି ଦେଇ ପୁଅ କଲା ଆତ୍ମହତ୍ୟା ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ କେଶରିପୁର ଗ୍ରାମରେ । କେଶରିପୁର ଗ୍ରାମର ମହେଶ୍ବର ମଳିକ ଓ ସାବିତ୍ରୀ ମହାଳିକଙ୍କ ପୁଅ ଅଜୟ ଶନିବାର ରାତିରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । କେଉଁ କାରଣରୁ ଅଜୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ତାର କାରଣ ଜଣାପଡି ନାହିଁ । ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା