Paytmକୁ ନେଇ ଆସିଲା ବଡ଼ ଖବର, ପ୍ଲେ ଷ୍ଟୋରରୁ ବାଦ୍ ଦେଲା ଗୁଗୁଲ

ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମ ପେ ଟିଏମକୁ ବଡ଼ ଝଟକା । ଜୁଆ ନୀତି (gambling policies) ଉଲ୍ଲଂଘନ ଅଭିଯୋଗରେ ପେ ଟିଏମ୍ ବିରୋଧରେ ଗୁଗୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ୍ ପ୍ଲେ ଷ୍ଟୋରରୁ ପେ ଟିଏମର ୨ଟି ଆପ୍ଲିକେସନକୁ ଅପସାରଣ କରିଛି ।

ମିଳିଥିବା ସୂଚନା ମୁତାବକ ପେ ଟିଏମ୍ ଓ ପେ ଟିଏମ୍ ଗେମ୍ସକୁ ପ୍ଲେ ଷ୍ଟୋରରୁ ଗୁଗୁଲ୍ ହଟାଇ ଦେଇଛି । ଉଭୟ ଆପ୍ ଦ୍ୱାରା ଲୋକଙ୍କୁ ଜୁଆ ଖେଳ ପ୍ରତି ପ୍ରୋତ୍ସାହନ ଦିଆଯାଉଥିବା ନେଇ ଅଭିଯୋଗ ହେଉଥିଲା । ଏହା ପରେ ପେ ଟିଏମକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!