Masthead

କରୋନା କବଳରେ ରାଘବ

ମୁମ୍ବାଇ (ବଡ ଖବର ବ୍ୟୁରୋ): କୋରିଓଗ୍ରାଫର ତଥା ଡ୍ୟାନ୍ସ ଦିୱାନେର ହୋଷ୍ଟ ରାଘବ ଜୁୟାଲ କରୋନା ପଜେଟିଭ ହୋଇଛନ୍ତି । ଏନେଇ ସେ ତାଙ୍କ ସୋଶଇଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୂତନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୋର କାଶ ଏବଂ ଜ୍ବର ଜ୍ୱରୋ ହୋଇଥିଲା ପରେ ମୁଁ ମୋର କୋରୋନା ଟେଷ୍ଟ କରାଇଥିଲି । ଯାହାର ରିପୋର୍ଟ ପଜିଟିଭ ଆସିଛି ।

ଏହି କିଛି ଦିନ ମଧ୍ୟରେ ଯିଏ ବି ମୋ ସମ୍ପର୍କରେ ଆସିଛନ୍ତି ଦୟା କରି ନିଜର ଟେଷ୍ଟ କରାଇନିଅନ୍ତୁ । ଆଉ ସମସ୍ତେ ନିଜ ଧ୍ୟାନ ରଖିବା ସହ ସୁରକ୍ଷିତ ରୁହନ୍ତୁ । ସବୁ ନିୟମ ମାନନ୍ତୁ । ତାଙ୍କ ପୂର୍ବରୁ ଏହି ଶୋର ଜଜ ଧର୍ମେଶ କୋରୋନା ସଂକ୍ରମିତ ହୋଇଥିଲେ । କେବଳ ଏତିକି ନୁହେଁ ଏହି ଶୋର ୧୮ ଜଣ କ୍ରୁ ମେମ୍ବରଙ୍କୁ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେପଟେ ମାଧୁରୀ ମଧ୍ୟ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା