Masthead

ରାସ୍ତାରେ ଜଳିଲା ଶବ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ରାସ୍ତାରେ ଜଳିଲା ଶବ । ମଶାଣିରେ ଶବ ଦାହ ପାଇଁ ଯାଗା ମିଳିଲା ନାହିଁ । ଫଳରେ ସମ୍ପର୍କୀୟମାନେ ରାସ୍ତାରେ ଶବ ଦାହ କରିଛନ୍ତି । ଏଭଳି ଦୃଶ୍ୟ ସମ୍ବଲପୁର ଅଇଠାପାଲି ଅଞ୍ଚଳରେ ଘଟିଛି । ଅଇଁଠାପାଲି ଥାନା ଅଂଚଳର ଜଣେ ଲୋକଙ୍କର ମୃତ୍ୟ ହୋଇଥିଲା । ପରିବାର ଲୋକେ ଶବକୁ ସ୍ଥାନୀୟ ଶ୍ମଶାନକୁ ନେବା ବେଳେ ସମ୍ବଲପୁର ମହାନଗର ନିଗମର ଜଣେ ଅଧିକାରୀ ବାରଣ କରିଥିଲେ ।

କୋଭିଡ ସଂକ୍ରିତ ରୋଗୀଙ୍କ ମୃତ୍ୟୁ ହେଲେ ସେହି ଶ୍ମଶାନରେ ଶବ ଦାହ କରାଯାଉଛି ବୋଲି ଅଧିକାରୀ ଜଣକ କହିଥିଲେ । ସେଠାରେ ସାଧାରଣ ଲୋକଙ୍କ ଶବଦାହକୁ ଅନୁମତି ଦିଆଯିବ ନାହିଁ ବୋଲି ଅଧିକାରୀ ଜଣକ କହିବା ପରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଶେଷରେ ପରିବାର ଲୋକେ ଶବକୁ ଜାଗା ରାସ୍ତା ଉପରେ ଦାହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ