Masthead

ଶୌଚାଳୟ ସଫା କଲେ ବିଜେପି ସାଂସଦ

ପାଟନା(ବଡ଼ ଖବର ବ୍ୟୁରୋ):ନିଜ ହାତରେ ଶୌଚାଳୟ ସଫା କଲେ ବିଜେପି ସାଂସଦ । ଏଭଳି କାର୍ଯ୍ୟ ପାଇଁ ସାଂସଦଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ମଧ୍ୟପ୍ରଦେଶ ରିୱା ର ବିଜେପି ସାଂସଦ ଜନାର୍ଦନ ମିଶ୍ର ଏକ କ୍ଵାରେଣ୍ଟାଇନ ସେଣ୍ଟରର ଶୌଚାଳୟ ନିଜେ ସଫା କରିଛନ୍ତି। ସାଂସଦ ଶୌଚାଳୟ ସଫା କରୁଥିବା ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହା ବେଶ୍ ଆଦୃତ ହୋଇଛି।

ଏହି ଭିଡିଓରେ ସାଂସଦ ଜନାର୍ଦ୍ଦନ ମିଶ୍ର ନିଜ ହାତରେ ଶୌଚାଳୟର ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି। ସେ ଶୌଚାଳୟକୁ ଯାଇ ବ୍ରସ ଖୋଜିଥିଲେ । ମାତ୍ର ପାଇନଥିଲେ । ବାଧ୍ୟ ହୋଇ ନିଜ ହାତରେ ସଫା କରିଥିଲେ। ସାଂସଦ ଜନାର୍ଦନ ମିଶ୍ରା କ୍ଵାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇଥିଲେ । କ୍ଵାରେଣ୍ଟାଇନ ସେଣ୍ଟରର ଶୌଚାଳୟ ଅପରିଷ୍କାର ହୋଇଥିବା ଦେଖିଥିଲେ। ଏହାପରେ ସେ ହାତରେ ଗ୍ଲୋବସ୍ ପିନ୍ଧି ସଫା କରିଥିଲେ । ଜନାର୍ଦନ ମିଶ୍ର କହିଛନ୍ତି, କୌଣସି କାମ ଛୋଟ କିମ୍ଵା ବଡ଼ ନୁହେଁ। ଶୌଚାଳୟ ଅପରିଷ୍କାର ଥିଲା, ମୁଁ ସଫା କରିଦେଲି। ଲୋକମାନେ ସ୍ଵଚ୍ଛତାର ମହତ୍ତ୍ଵ ବୁଝିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା