Masthead

୩୭୦ ପାଇଁ ଜାରି ରହିବ ଲଢ଼େଇ: ମେହବୁବା ମୁଫତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଏକ ବଡ଼ ବୟାନ ଦେଇଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ କାଶ୍ମୀରର ନେତା ମାନଙ୍କୁ ନେଇ ସର୍ବଦଳୀୟ ବୈଠକ କରିଥିଲେ । ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ଏହି ବୈଠକରେ । ତେବେ ଗୁପକାର ମେଣ୍ଟ ଆଗରୁ ହିଁ ୩୭୦ ବିଷୟରେ ଆଲୋଚନା କରିବ ବୋଲି ଘୋଷଣା କରିଥିଲା । କିନ୍ତୁ ବୈଠକରେ ଏହାକୁ ନେଇ କୌଣସି ଆଲୋଚନା ହେଲାନାହିଁ । ଏହାପରେ ମେହବୁବା ମୁଫତି କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ୩୭୦ ପୁଣି ଫେରାଇ ଆଣିବାକୁ ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ଲଢ଼େଇ ଜାରି ରଖିବୁ ।

୨୦୧୯ ମସିହା ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କାଶ୍ମୀରରେ ୩୭୦ ଉଚ୍ଛେଦ କରିଥିଲେ । ଯାହାକୁ ଜମ୍ମୁରେ ସ୍ୱାଗତ କରାଯାଇଥିଲେ ମଧ୍ୟ କାଶ୍ମୀରରେ ବିରୋଧ କରାଯାଇଥିଲା । ଗୁପକାର ମେଣ୍ଟ ଏହାକୁ ଘୋର ବିରୋଧ କରୁଥିବା ନଜରକୁ ଆସିଛି । ଏପରିକି ଏବାବଦରେ କେନ୍ଦ୍ର ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ବୟାନ ଦେଇ ଖୁବ ଟ୍ରୋଲ ହୋଇଥିଲେ ମହବୁବା ମୁଫତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ