Masthead

୬ହଜାର ବର୍ଷର ପୁରୁଣା ଦ୍ୱୀପ ଆବିଷ୍କୃତ

(ବଡ଼ ଖବର ବ୍ୟୁରୋ): ୬ହଜାର ବର୍ଷର ପୁରୁଣା ଦ୍ୱୀପ ଆବିଷ୍କୃତ । ଏହି ପୁରାତନ ଭୂଖଣ୍ଡକୁ ଆବିଷ୍କାର କରିଛନ୍ତି ଭୂତତ୍ତ୍ୱବିତ୍ ମାଟେ ପାରିକା । ସାଟେଲାଇଟ୍ ଫଟୋକୁ ପରୀକ୍ଷା ନିରୀକ୍ଷା କରି କ୍ରୋଆଟିକାର ଉପକୂଳରେ ଏହି ପୁରାତନ ଦ୍ୱୀପକୁ ସେ ଆବିଷ୍କାର କରିଛନ୍ତି । ଜଦାର ବିଶ୍ୱବିଦ୍ୟାଳୟର ପ୍ରଫେସର କାଟେ ସାଟେଲାଇଟ୍ ଫଟୋକୁ ଅନୁଧାନ କରିବା ପରେ କିଛି ଅସ୍ୱାଭାବିକ ପରିଲକ୍ଷିତ କରିଥିଲେ ।

କୋରକୁଲା ଦ୍ୱୀପର ପୂର୍ବ ଉପକୂଳରେ ଏକ ଭୂଖଣ୍ଡ ସମୁଦ୍ର ଗର୍ଭରେ ଥିବା ସାଟେଲାଇଟ୍ ଫଟୋରେ ଜଣାପଡିଥିଲା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ।। ସହ ଏହି ଦ୍ୱୀପକୁ ଆବିଷ୍କାର କରିବା ପାଇଁ ମାଟେ ତାଙ୍କର ଜଣେ ସହକର୍ମୀଙ୍କ ସହ ବାହାରିପଡିଲେ । ଶ୍ରୀଷ୍ଟପୂର୍ବ ପ୍ରାୟ ହଜାର ୫୦୦ବର୍ଷ ପୂର୍ବେ ଏହି ଦ୍ୱୀପ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ମୂଳ ଭୂଖଣ୍ଡ ସହ ଏହି ଦ୍ୱୀପ ଏକ କ୍ଷୁଦ୍ର ରାସ୍ତା ସହ ଯୋଡି ହୋଇ ରହିଛି । ସେହି ଦ୍ୱୀପରେ ବସବାସ କରୁଥିବା ଲୋକଙ୍କ ବିଭିନ୍ନ ସାମଗ୍ରୀ ଦେଖିବାକୁ ପାଇଥିଲେ ମାଟେ ଓ ତାଙ୍କ ସହଯୋଗୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି