Masthead

ମୌସୁମୀର ଲୁଚକାଳି, ଚିନ୍ତାରେ ଚାଷୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ମୌସୁମୀର ଲୁଚକାଳି । ଚିନ୍ତାରେ ଚାଷୀ । ଜୁନରେ ସ୍ୱାଭାବିକରୁ ୧୭ ପ୍ରତିଶତ କମ ବର୍ଷା । ପାଣିପାଗ ବିଭାଗ ଆଗୁଆ ଆକଳନ କରି ସୂଚନା ଦେଇଥିଲା ଯେ, ମୌସୁମୀ ଶିଘ୍ର ଆସିବ । ଚଳିତ ଥର ଭଲ ବର୍ଷା ହେବ । ଆକଳନ ଅନୁଯାୟୀ ମୌସୁମୀ ଶିଘ୍ର ଆସିଲା ।

କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିଲା । ମାସର ମଧ୍ୟ ଭାଗରୁ ବିଶେଷ ବର୍ଷା ହୋଇ ନାହିଁ । ଜୁଲାଇ ଦଶ ପର୍ୟ୍ୟନ୍ତ ବିଶେଷ ବର୍ଷା ନାହିଁ । ଆଗକୁ ଚାଷ କାର୍ୟ୍ୟ ଅହୁରି ଅଧିକ ବାଧା ପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେବେ ୧୧ ଜିଲ୍ଲା ଓ ୧୫୨ ବ୍ଲକରେ ଜୁନରେ ସ୍ୱାଭାବିକଠାରୁ ନିଅଣ୍ଟି ବର୍ଷା ହୋଇଥିବାରୁ ଚାଷ ବାଧାପ୍ରାପ୍ତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା